ଦେଶ ବିଦେଶ

Congress Targets PM Modi: ଜନତାଙ୍କଠାରୁ ଟଙ୍କା ଲୁଟି ବନ୍ଧୁମାନଙ୍କ ଟ୍ରେଜେରୀ ଭର୍ତ୍ତି କରୁଛନ୍ତି ପ୍ରଧାନମନ୍ତ୍ରୀ: କଂଗ୍ରେସ

ଅକ୍ଟୋବର ଆରମ୍ଭ ହେବା ସହିତ ସାଧାରଣ ଜନତା ମହଙ୍ଗାମାଡ଼ର ଶିକାର ହୋଇଛନ୍ତି। ଅକ୍ଟୋବର ୧ ରୁ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି। ଏନେଇ କଂଗ୍ରେସ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛି।

ନୂଆଦିଲ୍ଲୀ: ଅକ୍ଟୋବର ଆରମ୍ଭ ହେବା ସହିତ ସାଧାରଣ ଜନତା ମହଙ୍ଗାମାଡ଼ର ଶିକାର ହୋଇଛନ୍ତି। ଅକ୍ଟୋବର ୧ ରୁ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି। ଏନେଇ କଂଗ୍ରେସ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button