ରାଜ୍ୟ

Fire: ଗାଡ଼ିରେ ସୋ’ରୁମ୍‌ରେ ଅଗ୍ନିକାଣ୍ଡ, ୧୦ଟି ବାଇକ୍ ପୋଡ଼ି ପାଉଁଶ

ବାଲେଶ୍ଵର ସହରର ସହଦେବଖୁଣ୍ଟା ଠାରେ ଥିବା ହିରୋ ସୋ ରୁମ୍ ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ ଟିମ୍ ନିଆଁକୁ ଆୟତ୍ତ କରିଛି।

ବାଲେଶ୍ଵର: ବାଲେଶ୍ଵର ସହରର ସହଦେବଖୁଣ୍ଟା ଠାରେ ଥିବା ହିରୋ ସୋ ରୁମ୍ ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ ଟିମ୍ ନିଆଁକୁ ଆୟତ୍ତ କରିଛି। ସୂଚନା ଅନୁଯାୟୀ ୧୦ଟି ବାଇକ୍ ଜଳି ଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button