ରାଜ୍ୟ

Indrabati dam: ଇନ୍ଦ୍ରାବତୀରୁ ସପ୍ତାହକ ହେବ ବିଦ୍ୟୁତ ଉତ୍ପାଦନ ବଢ଼ିଲା

ଗତ ୩ତାରିଖ ଦିନ ଜଳସ୍ତର ୬୪୦ମିଟର ପହଚିଂବା ପରେ ଗୋଟିଏ ୪ ନମ୍ବର ଗେଟ୍‌କୁ ପ୍ରାୟ ୪୦ ମିନିଟ୍ ପାଇଁ ଟ୍ରାଏଲ୍ ରନ୍‌ରେ ୨ମିଟର ଉଚ୍ଚତାରେ ଖୋଲାଯାଇଥିଲା ୬୪୦.୫ମିଟର ହେଲେ ଇନ୍ଦ୍ରାବତୀର ଦୁଇଟି ଓ ମୁରାନର...

ନବରଙ୍ଗପୁର (ସୁରେଶ ନାଇଡୁ): ଗତ ୩ତାରିଖ ଦିନ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୪୦ମିଟର ପହଚିଂବା ପରେ ଗୋଟିଏ ୪ ନମ୍ବର ଗେଟ୍‌କୁ ପ୍ରାୟ ୪୦ ମିନିଟ୍ ପାଇଁ ଟ୍ରାଏଲ୍ ରନ୍‌ରେ ୨ମିଟର ଉଚ୍ଚତାରେ ଖୋଲାଯାଇଥିଲା ୬୪୦.୫ମିଟର ହେଲେ ଇନ୍ଦ୍ରାବତୀର ଦୁଇଟି ଓ ମୁରାନର ଗୋଟିଏ ଗେଟ୍ ଖୋଲାଯିବ ବୋଲି ଇଂ ପଟ୍ଟନାୟକ କହିଛନ୍ତି। ତେବେ ଲଗାଥାର ଭାବେ ଜଳଭଣ୍ଡାରର ଜଳସ୍ତର ୬୪୦.୧୦ମିଟରରେ ରହିଛି। ଏହା ସାଙ୍ଗକୁ ଗତ ସପ୍ତାହକ ହେବ ବିଦ୍ୟୁତ ଉତ୍ପାଦନ ବି ବୃଦ୍ଧି ପାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button