ରାଜ୍ୟ
OSSC CBT Exams Begins କନିଷ୍ଠ ସହାୟକ ଓ କନିଷ୍ଠ କିରାଣୀ ପଦବି ପାଇଁ ସିବିଟି ପରୀକ୍ଷା ଆରମ୍ଭ
ଓଏସ୍ଏସ୍ସିର ୮୮୩ଟି କନିଷ୍ଠ ସହାୟକ ଓ କନିଷ୍ଠ କିରାଣୀ ପଦବି ପାଇଁ CBT ପରୀକ୍ଷା ଆରମ୍ଭ। ରାଜ୍ୟର ୭୯ଟି କେନ୍ଦ୍ରରେ ୧,୧୬,୨୬୬ ଜଣ ପରୀକ୍ଷା ଦେବେ।

ଭୁବନେଶ୍ୱର: ବାତ୍ୟା ଯୋଗୁଁ ରାଜ୍ୟ ସିଲେକ୍ସନ୍ ବୋର୍ଡର (ଓଏସ୍ଏସ୍ବି)ର କନିଷ୍ଠ ସହାୟକ ଓ କନିଷ୍ଠ କିରାଣୀ ପରୀକ୍ଷା ସମୟକୁ ଘୁଞ୍ଚାଯାଇଥିଲା। ଆଜି (ବୁଧବାର) ଠାରୁ ସିବିଟି ପରୀକ୍ଷା (Computer Based Test – CBT) ଆରମ୍ଭ ହୋଇଯାଇଛି।
ସୌଜନ୍ୟ ସମ୍ବାଦ




