ରାଜ୍ୟ
Puri ABADHA Projects ଅବଢ଼ା ଯୋଜନାରେ ନୂଆ ପ୍ରକଳ୍ପ: ଅତିରିକ୍ତ ୧୦୧ କୋଟି ଟଙ୍କା ବ୍ୟୟବରାଦ
ପୁରୀ ଅବଢା ଯୋଜନାରେ ପ୍ରକଳ୍ପ ଖର୍ଚ୍ଚ ୫୫୭.୧୯ କୋଟିରୁ ୬୫୮.୦୩ କୋଟିକୁ ବଢ଼ିଛି। ଜଗନ୍ନାଥବଲ୍ଲଭ କେନ୍ଦ୍ରରେ ୨ ହଜାର ଆସନର ହଲ୍ ହେବ।

ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ
ସୌଜନ୍ୟ ସମ୍ବାଦ




