ରାଜ୍ୟ

SHG: ପୁରୀର ୫୦ ମହିଳା ଏସଏଚଜିକୁ ‘ମହିଳା ଅନୁକୂଳ ନଡ଼ିଆ କତା ଛଡ଼ାଇବା ଯନ୍ତ୍ର’ ସହାୟତା

ଭୁବନେଶ୍ୱରସ୍ଥିତ ଆଇସିଏଆର-କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ପକ୍ଷରୁ ୫୦ଟି ଏସ୍‍ଏଚଜି ସଦସ୍ୟଙ୍କୁ ଅଭିନବ ‘ମହିଳା ଅନୁକୂଳ ପେଡାଲ୍‌ ଚାଳିତ ନଡ଼ିଆ କତା ଛଡ଼ାଇବା ଯନ୍ତ୍ର’ ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲାର ୧୧ଟି ଗ୍ରାମ ପଞ୍ଚାୟତ ଅଧୀନ ୧୯ଟି ଗ୍ରାମକୁ ନେଇ...

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଇସିଏଆର-କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ପକ୍ଷରୁ ୫୦ଟି ଏସ୍‍ଏଚଜି ସଦସ୍ୟଙ୍କୁ ଅଭିନବ ‘ମହିଳା ଅନୁକୂଳ ପେଡାଲ୍‌ ଚାଳିତ ନଡ଼ିଆ କତା ଛଡ଼ାଇବା ଯନ୍ତ୍ର’ ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲାର ୧୧ଟି ଗ୍ରାମ ପଞ୍ଚାୟତ ଅଧୀନ ୧୯ଟି ଗ୍ରାମକୁ ନେଇ ଏହି ପଦକ୍ଷେପ କାର୍ଯ୍ୟକାରୀ ହୋଇଛି। ଏହାଦ୍ୱାରା ୫୦୦ରୁ ଅଧିକ ମହିଳା କୃଷକ ଉପକୃତ ହେବା ସହ ବିଶେଷ ଭାବେ ଅନୁସୂଚିତ ଜାତି ବର୍ଗର ମହିଳା କୃଷକମାନେ ଲାଭାନ୍ୱିତ ହେବେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button