ରାଜ୍ୟ
Suspected food poisoning ମୟୂରଭଞ୍ଜରେ ଦମ୍ପତିଙ୍କ ରହସ୍ୟଜନକ ମୃତ୍ୟୁ: ଭୋଜି ଖାଇବା ପରେ ଅସୁସ୍ଥ, ବିଷାକ୍ତ ଖାଦ୍ୟ ଆଶଙ୍କା
ମୟୂରଭଞ୍ଜର ଜାଟିପାଣି ଗ୍ରାମରେ ଭୋଜି ଖାଇବା ପରେ ଭଞ୍ଜ ସିର୍କା ଓ ବିରାଙ୍ଗ ନାଏକଙ୍କ ମୃତ୍ୟୁ ହୋଇଛି। ବିଷାକ୍ତ ଖାଦ୍ୟ ଆଶଙ୍କା ମଧ୍ୟରେ ପୁଲିସ ତଦନ୍ତ ଜାରି ରହିଛି।

ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ): ବିଷାକ୍ତ ଖାଦ୍ୟ ଖାଇ ମୟୂରଭଞ୍ଜଜିଲ୍ଲା ଶିମିଳିପାଳ ନିକଟ ଜାଟିପାଣି ଗ୍ରାମରେ ଦମ୍ପତିଙ୍କ ମୃତ୍ୟୂ ଘଟିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବାରୁ ବିଷାକ୍ତ ଖାଦ୍ୟ ନେଇ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।
ସୌଜନ୍ୟ ସମ୍ବାଦ




