ବାଣିଜ୍ୟ

SMBC Bank: ଭାରତ ଆସିବ ଜାପାନର ‘ଏସ୍‌ଏମ୍‌ବିସି’ ବ୍ୟାଙ୍କ

ଜାପାନର ଅଗ୍ରଣୀ ବ୍ୟାଙ୍କ ସୁମିତୋମୋ ମିତସୁଇ ବ୍ୟାଙ୍କିଂ କର୍ପୋରେସନ (ଏସ୍‌ଏମ୍‌ବିସି)କୁ ଭାରତରେ ଶାଖା ଖୋଲିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ନୀତିଗତ ମଞ୍ଜୁରି ପ୍ରଦାନ କରିଛନ୍ତି।

ଶାଖା ଖୋଲିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ନୀତିଗତ ମଞ୍ଜୁରି ପ୍ରଦାନ କରିଛନ୍ତି। ଏହି ବ୍ୟାଙ୍କ ନିକଟରେ ୟେସ୍‌ ବ୍ୟାଙ୍କର ୨୪ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିଥିଲା।

ତାହା ଭାରତରେ ଏକ ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଗଠନ କରି କାରବାର କରିବ। ବର୍ତ୍ତମାନ ଏସ୍‌ଏମ୍‌ବିସିର ଚାରିଟି ଶାଖା ଦିଲ୍ଲୀ, ମୁମ୍ବାଇ,‌ ଚେନ୍ନାଇ ଓ ବେଙ୍ଗାଲୁରୁରେ ରହିଛି। ସ୍ବତନ୍ତ୍ର ଭାରତୀୟ ସହାୟକ ସଂସ୍ଥା ଗଠନ ହେବା ପରେ ଏହି ଚାରି ବ୍ୟାଙ୍କ ତାହା ଅଧୀନକୁ ଚାଲିଯିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button