ରାଜ୍ୟ

World Mental Health Day: ଆଜି ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ: ବର୍ଷକରେ ୧୮୦୪ ଚିହ୍ନଟ

ଚାପଗ୍ରସ୍ତ ଜୀବନ, ଅନିୟମିତ ଦିନଚର୍ଯ୍ୟା ଓ ମୋବାଇଲ୍‌ର ବ୍ୟବହାର ମଣିଷର ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି। ୨୦୨୫-୨୬ରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮୦୪ ଜଣଙ୍କଠାରେ ମାନସିକ ରୋଗ ଚିହ୍ନଟ ହୋଇଛି।

ଅନୁଗୋଳ (ପ୍ରଭାତ ବେହେରା): ଚାପଗ୍ରସ୍ତ ଜୀବନ, ଅନିୟମିତ ଦିନଚର୍ଯ୍ୟା ଓ ମୋବାଇଲ୍‌ର ବ୍ୟବହାର ମଣିଷର ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି। ୨୦୨୫-୨୬ରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮୦୪ ଜଣଙ୍କଠାରେ ମାନସିକ ରୋଗ ଚିହ୍ନଟ ହୋଇଛି। ହେଲେ ରୋଗୀଙ୍କ ସଂଖ୍ୟା ତୁଳନାରେ ଚିକିତ୍ସା ପାଇଁ ସ୍ୱତନ୍ତ୍ର ୱାର୍ଡ ନାହିଁ। ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖରେ ବିଶ୍ୱରେ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଏ। ଏ ସମ୍ପର୍କରେ ସଚେତନତା ବଢ଼ାଇବା, ମାନସିକ ରୋଗୀଙ୍କ ପ୍ରତି ସାମାଜିକ ଭେଦଭାବ ଦୂର କରିବା ଏବଂ ସେମାନଙ୍କୁ ଠିକ୍‌ ସମୟରେ ଚିକିତ୍ସା ଯୋଗାଇଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button