ବିଶେଷ
7 Japanese Philosophies: ଚାପ କମାଇବାର ୭ ଜାପାନୀ ଦର୍ଶନ
ଦୈନନ୍ଦିନ ଜୀବନରେ ଚାପ, ତ୍ରୁଟିବିଚ୍ୟୁତି ଓ ଅନିଶ୍ଚିତତାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ସମ୍ଭବ ନୁହେଁ। କିନ୍ତୁ ଏସବୁକୁ ଦେଖିବାର ଦୃଷ୍ଟିକୋଣ ବଦଳାଇଲେ ମାନସିକ ଚାପ କିଛି ମାତ୍ରାରେ କମିପାରେ। ଜାପାନୀ ଜୀବନଦର୍ଶନର କିଛି ଚିନ୍ତାଧାରା ଏଥିପାଇଁ ସରଳ ମାର୍ଗ ଦେଖାଏ।

ଦୈନନ୍ଦିନ ଜୀବନରେ ଚାପ, ତ୍ରୁଟିବିଚ୍ୟୁତି ଓ ଅନିଶ୍ଚିତତାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ସମ୍ଭବ ନୁହେଁ। କିନ୍ତୁ ଏସବୁକୁ ଦେଖିବାର ଦୃଷ୍ଟିକୋଣ ବଦଳାଇଲେ ମାନସିକ ଚାପ କିଛି ମାତ୍ରାରେ କମିପାରେ। ଜାପାନୀ ଜୀବନଦର୍ଶନର କିଛି ଚିନ୍ତାଧାରା ଏଥିପାଇଁ ସରଳ ମାର୍ଗ ଦେଖାଏ। ଏପରି ୭ଟି ଧାରଣା ବିଷୟରେ ଜାଣିବା।
ୱାବି-ସାବି: ଜୀବନର ଅପୂର୍ଣ୍ଣତା ଓ ପରିବର୍ତ୍ତନକୁ ଗ୍ରହଣ କରିବା। ଗୋଟିଏ ଭୁଲ୍ ଆମର ସମ୍ପୂର୍ଣ୍ଣ ପରିଚୟ ନୁହେଁ। ଭୁଲ୍ରୁ ଶିଖି ଆଗକୁ ବଢ଼ିବା ହିଁ ମୁଖ୍ୟ କଥା।
କାଇଜେନ୍: ବଡ଼ ପରିବର୍ତ୍ତନ ପାଇଁ ଏକାଥରେ ସବୁକିଛି କରିବା ଦରକାର ନାହିଁ। ପ୍ରତିଦିନ ଛୋଟ ଛୋଟ ପଦକ୍ଷେପ ନେଇ ନିଜକୁ ଉନ୍ନତ କରିବା ହେଉଛି କାଇଜେନ୍ର ମୂଳ ବିଚାର।
ଏହି ଧାରଣାଗୁଡ଼ିକ ଡାକ୍ତରୀ ଚିକିତ୍ସାର ବିକଳ୍ପ ନୁହେଁ। ତେବେ ଜୀବନର କଠିନ ପରିସ୍ଥିତିକୁ ଭିନ୍ନ ଦୃଷ୍ଟିରେ ଦେଖିବା ଓ ନିଜ ପ୍ରତିକ୍ରିୟାକୁ ନିୟନ୍ତ୍ରଣ କରିବାରେ ଏଗୁଡ଼ିକ ଉପଯୋଗୀ ହୋଇପାରେ।
ସୌଜନ୍ୟ ସମ୍ବାଦ


