ଅନୁଗୁଳ:ଅନୁଗୁଳଜିଲ୍ଲାବନ୍ତଳାଥାନାଅଧୀନବଡ଼କନ୍ତକୁଳଗାଁରେହାତୀଆକ୍ରମଣରେଜଣେବ୍ୟକ୍ତିଗୁରୁତରଆହତହୋଇଛନ୍ତି।ଗୁରୁତରବ୍ୟକ୍ତିଙ୍କନାମମୋଚିଆନାୟକବୋଲିପରିଚୟମିଳିଛି।ଏହିଘଟଣାଅଞ୍ଚଳରେଭୟଓଆତଙ୍କସୃଷ୍ଟିକରିଛି। ସୂଚନାଅନୁସାରେ, ଆଜିଭୋରୁଭୋରୁବଡ଼କନ୍ତକୁଳଗାଁନିକଟରେହାତୀଥିବାଖବରପାଇବନବିଭାଗରଟିମସଚେତନହୋଇଥିଲାଓହାତୀକୁ ଘଉଡ଼ାଇଥିଲା । ଏହିସମୟରେଗାଁରେଅସ୍ତବ୍ୟସ୍ତତାଦେଖାଦେଇଥିଲା।
ହାତୀ ଆତଙ୍କ ଆହୁରି ବଢ଼ିଯାଇଛି
ଏହିମଧ୍ୟରେମୋଚିଆନାୟକପାଖରେଥିବାରାସ୍ତାଦେଇଶୌଚପାଇଁଯାଉଥିବାବେଳେହାତୀସହ ସାମ୍ନାସାମ୍ନିହୋଇଥିଲେ।ହଠାତ୍ହାତୀତାଙ୍କୁଆକ୍ରମଣକରିଥିବାରୁସେଗୁରୁତରଆହତହୋଇଥିଲେ। ସ୍ଥାନୀୟଲୋକେତୁରନ୍ତତାଙ୍କୁଉଦ୍ଧାରକରିଅନୁଗୁଳଜିଲ୍ଲାମୁଖ୍ୟଚିକିତ୍ସାଳୟକୁନେଇଥିଲେ।କିନ୍ତୁତାଙ୍କଅବସ୍ଥାଅତ୍ୟନ୍ତସଙ୍କଟାପନ୍ନହେବାରୁଡାକ୍ତରମାନେତାଙ୍କୁକଟକରବଡ଼ଡାକ୍ତରଖାନାକୁସ୍ଥାନାନ୍ତରକରିଛନ୍ତି। ଏହିଘଟଣାପରେଅଞ୍ଚଳରେହାତୀଆତଙ୍କଆହୁରିବଢ଼ିଯାଇଛି।ବନବିଭାଗପକ୍ଷରୁଲୋକମାନଙ୍କୁସଚେତନରହିବାକୁଅନୁରୋଧକରାଯାଇଥିବାସହହାତୀକୁଜଙ୍ଗଲକୁଫେରାଇବା
ସୌଜନ୍ୟ ସମ୍ବାଦ

