ଦେଶ ବିଦେଶ

Gen Z remark: ଜେନ୍‌-ଜି’ଙ୍କ ବିରୋଧରେ ଦେଇଥିବା ଟିପ୍ପଣୀକୁ ସମର୍ଥନ କଲେ କଙ୍ଗନା

ବିଜେପି ସାଂସଦ କଙ୍ଗନା ରଣାୱତ ଜେନ୍‌-ଜି ଆନ୍ଦୋଳନକାରୀଙ୍କ ବିରୋଧରେ ଦେଇଥିବା ବିବାଦୀୟ ‘‌ଜେନେରେସନ୍‌ ଗଟର’ ମନ୍ତବ୍ୟକୁ ଦୃଢ଼ ଭାବେ ସମର୍ଥନ କରିଛନ୍ତି। ମୌସୁମୀ ଅଧିବେଶନର ଶେଷ ଦିନରେ ସଂସଦ ବାହାରେ ସାମ୍ବାଦିକଙ୍କୁ ଟିପ୍ପଣୀ ଦେଇ କଙ୍ଗନା...

ନୂଆଦିଲ୍ଲୀ: ବିଜେପି ସାଂସଦ କଙ୍ଗନା ରଣାୱତ ଜେନ୍‌-ଜି ଆନ୍ଦୋଳନକାରୀଙ୍କ ବିରୋଧରେ ଦେଇଥିବା ବିବାଦୀୟ ‘‌ଜେନେରେସନ୍‌ ଗଟର’ ମନ୍ତବ୍ୟକୁ ଦୃଢ଼ ଭାବେ ସମର୍ଥନ କରିଛନ୍ତି। ମୌସୁମୀ ଅଧିବେଶନର ଶେଷ ଦିନରେ ସଂସଦ ବାହାରେ ସାମ୍ବାଦିକଙ୍କୁ ଟିପ୍ପଣୀ ଦେଇ କଙ୍ଗନା ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ମନ୍ତବ୍ୟ ଭାରତର ସମଗ୍ର ଜେନ୍‌-ଜିଙ୍କ ପାଇଁ ନୁହେଁ ବରଂ ବିକ୍ଷୋଭକାରୀଙ୍କ ଏକ ନିର୍ଦ୍ଦିଷ୍ଟ ବର୍ଗକୁ ଲକ୍ଷ୍ୟ କରି ସେ ଏହି ଟିପ୍ପଣୀ ଦେଇଥିଲେ। କଙ୍ଗନାଙ୍କ ମନ୍ତବ୍ୟକୁ ପୂର୍ବରୁ ତୀବ୍ର ସମାଲୋଚନା କରାଯାଇଥିଲେ ମଧ୍ୟ କଙ୍ଗନା ପୁଣିଥରେ ନିଜ ମତ ସ୍ପଷ୍ଟ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button