ଦେଶ ବିଦେଶ

Maternity leave: ତୃତୀୟ ସନ୍ତାନ ପାଇଁ ବି ମହିଳା କର୍ମଚାରୀଙ୍କୁ ୩୬୫ ଦିନ ମାତୃତ୍ବ ଛୁଟି

ତାମିଲନାଡୁର ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ୍‌ ବିଜୟଙ୍କ ନେତୃତ୍ବାଧୀନ ସରକାର। ଏଣିକି ତୃତୀୟ ସନ୍ତାନ ଜନ୍ମ ପାଇଁ ମଧ୍ୟ ମହିଳା ସରକାରୀ କର୍ମଚାରୀଙ୍କୁ ୩୬୫ ଦିନ ଅର୍ଥାତ୍‌ ଏକ ବର୍ଷର ମାତୃତ୍ବ ଛୁଟି ମିଳିବ।

ଚେନ୍ନାଇ: ତାମିଲନାଡୁର ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ୍‌ ବିଜୟଙ୍କ ନେତୃତ୍ବାଧୀନ ସରକାର। ଏଣିକି ତୃତୀୟ ସନ୍ତାନ ଜନ୍ମ ପାଇଁ ମଧ୍ୟ ମହିଳା ସରକାରୀ କର୍ମଚାରୀଙ୍କୁ ୩୬୫ ଦିନ ଅର୍ଥାତ୍‌ ଏକ ବର୍ଷର ମାତୃତ୍ବ ଛୁଟି ମିଳିବ। ପୂର୍ବରୁ ତୃତୀୟ ସନ୍ତାନ ପାଇଁ ଏହି ଛୁଟି ୮୪ ଦିନ ଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button