ଦେଶ ବିଦେଶ

Iran Deal: ଇରାନ ସହିତ ଯେକୌଣସି ଚୁକ୍ତି ପାଇଁ ପ୍ରସ୍ତୁତ ଟ୍ରମ୍ପ: ରଖିଲେ ବଡ଼ ସର୍ତ୍ତ

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନ ସହିତ ଏକ ଚୂଡ଼ାନ୍ତ ଚୁକ୍ତି କରିବାକୁ ପ୍ରସ୍ତୁତ ଅଛନ୍ତି। ଚୁକ୍ତି ଅନ୍ତର୍ଗତ ସେ ପ୍ରତିବନ୍ଧକ ଛାଡ଼ ଏବଂ ଫ୍ରିଜ୍ ହୋଇଥିବା ସମ୍ପତ୍ତି ମୁକ୍ତ କରିବା ବିଷୟରେ ବିଚାର କରିପାରନ୍ତି, କିନ୍ତୁ ଏଥିପାଇଁ ପରମାଣୁ ପ୍ରସଙ୍ଗରେ ଠୋସ୍ ପ୍ରଗତିର ଆବଶ୍ୟକତା ଉପରେ ଗୁରୁତ୍ବାରୋପ....

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଏକ ଚୂଡ଼ାନ୍ତ ଚୁକ୍ତି କରିବାକୁ ପ୍ରସ୍ତୁତ ଅଛନ୍ତି। ଚୁକ୍ତି ଅନ୍ତର୍ଗତ ସେ ପ୍ରତିବନ୍ଧକ ଛାଡ଼ ଏବଂ ଫ୍ରିଜ୍ ହୋଇଥିବା ସମ୍ପତ୍ତି ମୁକ୍ତ କରିବା ବିଷୟରେ ବିଚାର କରିପାରନ୍ତି, କିନ୍ତୁ ଏଥିପାଇଁ ପରମାଣୁ ପ୍ରସଙ୍ଗରେ ଠୋସ୍ ପ୍ରଗତିର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି।।ଯଦି ଇରାନ ପରମାଣୁ ପ୍ରସଙ୍ଗରେ ନୀତିଗତ ଭାବେ ପଦକ୍ଷେପ ନିଏ,ତେବେ ଟ୍ରମ୍ପ ଇରାନ ସହିତ ଯେକୌଣସି ଚୁକ୍ତି ପାଇଁ ଟ୍ରମ୍ପ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button