ଦେଶ ବିଦେଶ
West Bengal politics: ‘ଗୋଟିଏ ହାତରେ ଜମାତ, ଅନ୍ୟ ହାତରେ ଦିମାଗୀ ନକ୍ସଲ’
ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରସ୍ତାବିତ ଦିଲ୍ଲୀ ଗସ୍ତକୁ ନେଇ ମଙ୍ଗଳବାର ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ମମତା ବୁଧବାର ଦିଲ୍ଲୀରେ ଇଣ୍ଡିମେଣ୍ଟର ବୈଠକରେ ଯୋଗଦେବାକୁ ଯାଉଥିବା ବେଳେ...

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରସ୍ତାବିତ ଦିଲ୍ଲୀ ଗସ୍ତକୁ ନେଇ ମଙ୍ଗଳବାର ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ମମତା ବୁଧବାର ଦିଲ୍ଲୀରେ ଇଣ୍ଡିମେଣ୍ଟର ବୈଠକରେ ଯୋଗଦେବାକୁ ଯାଉଥିବା ବେଳେ ଶୁଭେନ୍ଦୁ ଅଭିଯୋଗ କରିଛନ୍ତି ଯେ ସେ ‘ଦିମାଗୀ ନକ୍ସଲ’ଙ୍କ ସହ ଯୋଜନା ପ୍ରସ୍ତୁତ କରିବାକୁ ଦିଲ୍ଲୀ ଯାଉଛନ୍ତି। ସେ ଦିଲ୍ଲୀ ପୁଲିସ ଓ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ମମତାଙ୍କ ଗସ୍ତ ଉପରେ ନଜର ରଖନ୍ତୁ ବୋଲି ମଧ୍ୟ କହିଛନ୍ତି।
ସୌଜନ୍ୟ ସମ୍ବାଦ




