ଦେଶ ବିଦେଶ

Students Death: ସମୁଦ୍ରରେ ଭାସିଯାଇ ୩ ନବମ ଶ୍ରେଣୀ ଛାତ୍ର ମୃତ

ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରୁଷିକୋଣ୍ଡା ବେଳାଭୂମିରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ସମୁଦ୍ରର ପ୍ରବଳ ଲହଡ଼ିରେ ଭାସିଯାଇ ୩ ଜଣ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍କୁଲ ଛୁଟି ଥିବାରୁ ଏହି ଛାତ୍ରମାନେ ବୁଲିବାକୁ ଯାଇଥିବା ବେଳେ ଏହି ଅଘଟଣ...

ବିଶାଖାପାଟଣା:ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରୁଷିକୋଣ୍ଡା ବେଳାଭୂମିରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ସମୁଦ୍ରର ପ୍ରବଳ ଲହଡ଼ିରେ ଭାସିଯାଇ ୩ ଜଣ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍କୁଲ ଛୁଟି ଥିବାରୁ ଏହି ଛାତ୍ରମାନେ ବୁଲିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଯାଇଛି। ମୃତ ଛାତ୍ରମାନେ ହେଲେ ମଧୁରୱାଡା ଅଞ୍ଚଳର ପିଲ୍ଲା ପ୍ରଶାନ୍ତ, ସତ୍ତାରୁଭୁ ସୂର୍ଯ୍ୟପ୍ରକାଶ ଓ ସବବାବରପୁ ରିତେଶ (ସମସ୍ତଙ୍କ ବୟସ ପ୍ରାୟ ୧୪ ବର୍ଷ)।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button