ରାଜ୍ୟ
Earth Again Conference 2026: ପର୍ଯ୍ୟାପ୍ତ ଜଳ ଏବଂ ବାୟୁ ପାଇବା ପାଇଁ ଆମେ ଗଛ ଲଗାଇବା: ହୀରାଲାଲ
ଆମେ ଜଳ, ଜଙ୍ଗଲ ଏବଂ ଜମିରେ କେବଳ ଆମେ ବଞ୍ଚି ପାରିବା ନାହିଁ। ବଞ୍ଚିବା ପାଇଁ ଆମକୁ ଆହୁରି ଅନେକ ଜିନିଷ ଦରକାର ଅଛି। ଜୀବନଧାରଣ ପାଇଁ ଅଗ୍ନି ଏବଂ ଆକାଶର ମଧ୍ୟ ଆବଶ୍ୟକତା ଅଛି। ତେଣୁ ଜୀବନ ପାଇଁ ୫ଟି ତତ୍ତ୍ବ ଦରକାର।

ଭୁବନେଶ୍ବର: ଆମେ ଜଳ, ଜଙ୍ଗଲ ଏବଂ ଜମିରେ କେବଳ ଆମେ ବଞ୍ଚି ପାରିବା ନାହିଁ। ବଞ୍ଚିବା ପାଇଁ ଆମକୁ ଆହୁରି ଅନେକ ଜିନିଷ ଦରକାର ଅଛି। ଜୀବନଧାରଣ ପାଇଁ ଅଗ୍ନି ଏବଂ ଆକାଶ ମଧ୍ୟ ଆବଶ୍ୟକତା ଅଛି। ତେଣୁ ଜୀବନ ପାଇଁ ୫ଟି ତତ୍ତ୍ବ ଦରକାର। ସେହିପରି ନିଆଁର ସୁପରିଚାଳନା ଦରକାର ଅଛି। ଆମେ ଆକାଶକୁ ପ୍ରଭାବିତ କରୁଛେ। ବିମାନ ଚଳାଚଳ ଏହାର ପ୍ରମୁଖ କାରଣ। ଉତ୍କଳ ବିଶ୍ବବିଦ୍ୟାଳୟର ସଭାଗୃହରେ ଶନିବାର ଦିନ ଉତ୍ତର ପ୍ରଦେଶର ଆଇଏଏସ୍ କ୍ୟାଡର ଅଧିକାରୀ ଡ. ହୀରାଲାଲ ପଟେଲ ଏହା କହିଛନ୍ତି।
ସୌଜନ୍ୟ ସମ୍ବାଦ




