ଦେଶ ବିଦେଶ

Flydubai: ଭାରତୀୟ କ୍ୟାପ୍ଟେନ ସ୍ମିତ୍‌ ମାଚ୍ଛରଙ୍କୁ ଜଘନ୍ୟ ଆକ୍ରମଣ

ଦୁବାଇରୁ ତେଲ୍ ଅଭିଭ୍ ଅଭିମୁଖେ ଯାଉଥିବା ଫ୍ଲାଏଦୁବାଇ ବିମାନ ‘ଏଫ୍‌ଜେଡ୍ ୧୦୭୩’ର କକ୍‌ପିଟ୍ ଭିତରେ ଆତଙ୍କବାଦୀ ଆକ୍ରମଣ କରିଥିବା ସହ-ପାଇଲଟ୍ ହମାମ୍‌ ଅଲ୍-ହାମାମି ବିରୋଧରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ସର୍ବାଧିକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି।

ଦୁବାଇ: ଦୁବାଇରୁ ତେଲ୍ ଅଭିଭ୍ ଅଭିମୁଖେ ଯାଉଥିବା ଫ୍ଲାଏଦୁବାଇ ବିମାନ ‘ଏଫ୍‌ଜେଡ୍ ୧୦୭୩’ର କକ୍‌ପିଟ୍ ଭିତରେ ଆତଙ୍କବାଦୀ ଆକ୍ରମଣ କରିଥିବା ସହ-ପାଇଲଟ୍ ହମାମ୍‌ ଅଲ୍-ହାମାମି ବିରୋଧରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ସର୍ବାଧିକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଇସ୍ରାଏଲ୍ ଗଣମାଧ୍ୟମ ‘ୱାଇନେଟ୍’ ରିପୋର୍ଟ ଅନୁଯାୟୀ, ଆକ୍ରମଣକାରୀ ସହ-ପାଇଲଟ୍‌କୁ ମୃତ୍ୟୁଦଣ୍ଡ ଦେବା ପାଇଁ ୟୁଏଇ ପ୍ରୟାସ କରୁଥିବା ବେଳେ ଏହି ପ୍ରକ୍ରିୟାରେ ଅନେକ ଇସ୍ରାଏଲ୍ ଅଧିକାରୀ ମଧ୍ୟ ୟୁଏଇକୁ ତଦନ୍ତରେ ସହାୟତା କରୁଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button