ରାଜ୍ୟ
Judgement: ‘ବିବାହର ମୂଳଦୁଆ ପାରସ୍ପରିକ ସମ୍ମାନ, ବିଶ୍ବାସ ଓ ସାଥୀ ଭାବନା’
ବିବାହର ମୂଳଦୁଆ ପାରସ୍ପରିକ ସମ୍ମାନ, ବିଶ୍ବାସ ଓ ସାଥୀ ଭାବନା। କିନ୍ତୁ ଏଭଳି ସଂପର୍କ ଯେତେବେଳେ ନଷ୍ଟ ହୁଏ ସେତେବେଳେ କେବଳ ଆଇନଗତ ରୂପକୁ ବଜାୟ ରଖିବା ଦ୍ୱାରା ବିବାହର ପବିତ୍ରତା ରକ୍ଷା ହୁଏ ନାହିଁ। ଓଡ଼ିଶା ହାଇକୋର୍ଟ ଦେଇଥିବା ଏଭଳି ଏକ ସୁନ୍ଦର ରାୟ ଜନତାଙ୍କର ହୃଦୟ ଜିତିଛି।

କଟକ: ବିବାହର ମୂଳଦୁଆ ପାରସ୍ପରିକ ସମ୍ମାନ, ବିଶ୍ବାସ ଓ ସାଥୀ ଭାବନା। କିନ୍ତୁ ଏଭଳି ସଂପର୍କ ଯେତେବେଳେ ନଷ୍ଟ ହୁଏ ସେତେବେଳେ କେବଳ ଆଇନଗତ ରୂପକୁ ବଜାୟ ରଖିବା ଦ୍ୱାରା ବିବାହର ପବିତ୍ରତା ରକ୍ଷା ହୁଏ ନାହିଁ। ଓଡ଼ିଶା ହାଇକୋର୍ଟଦେଇଥିବା ଏଭଳି ଏକ ସୁନ୍ଦର ରାୟ ଜନତାଙ୍କର ହୃଦୟ ଜିତିଛି।
ସୌଜନ୍ୟ ସମ୍ବାଦ




