ଦେଶ ବିଦେଶ

Tribal student: ୧୧ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମିଳିଲା ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌

ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାର ଦୁର୍ଗମ ଓ ହିଂସାପ୍ରଭାବିତ ଆଦିବାସୀ ଅଞ୍ଚଳର ୧୧ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ନିଟ୍‌ କାଉନ୍‌ସେଲିଂର ପ୍ରଥମ ପର୍ଯ୍ୟାୟରେ ମେଡିକାଲ ଓ ଡେଣ୍ଟାଲ କଲେଜରେ ନାମ ଲେଖାଇବାର ସୁଯୋଗ ପାଇଛନ୍ତି।

ରାୟପୁର: ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାର ଦୁର୍ଗମ ଓ ହିଂସାପ୍ରଭାବିତ ଆଦିବାସୀ ଅଞ୍ଚଳର ୧୧ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ନିଟ୍‌ କାଉନ୍‌ସେଲିଂର ପ୍ରଥମ ପର୍ଯ୍ୟାୟରେ ମେଡିକାଲ ଓ ଡେଣ୍ଟାଲ କଲେଜରେ ନାମ ଲେଖାଇବାର ସୁଯୋଗ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣ ଏମ୍‌ବିବିଏସ୍‌ ଓ ୨ ଜଣ ବିଡିଏସ୍‌ ସିଟ୍‌ ହାସଲ କରିଛନ୍ତି। ଏହି ଛାତ୍ରଛାତ୍ରୀମାନେ ଏନ୍‌ଏମ୍‌ଡିସି ଓ ଦନ୍ତେୱାଡ଼ା ଜିଲ୍ଲା ପ୍ରଶାସନ ସହଯୋଗରେ ଚାଲିଥିବା ‘ଛୁ ଲୋ ଆସମାନ’ ଆବାସିକ ଶିକ୍ଷା କାର୍ଯ୍ୟକ୍ରମରେ ପ୍ରସ୍ତୁତି ନେଇଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button