ଖେଳ
India vs West Indies T20: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ମୁକାବିଲା ଜିତିଲା ଭାରତ, ଶୃଙ୍ଖଳାରେ ୨-୧ରେ ଅଗ୍ରଣୀ
ୱେଷ୍ଟଇଣ୍ଡିଜ ବିପକ୍ଷ ୫ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ତୃତୀୟ ମୁକାବିଲାକୁ ଭାରତ ୧୪ ରନ୍ରେ ବିଜୟ ହାସଲ କରିଛି। ୨୨୪ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଅତିଥି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୨୦୯ ରନ୍ କରିଛି।

ଇନ୍ଦୋର: ୱେଷ୍ଟଇଣ୍ଡିଜ ବିପକ୍ଷ ୫ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ତୃତୀୟ ମୁକାବିଲାକୁ ଭାରତ ୧୪ ରନ୍ରେ ବିଜୟ ହାସଲ କରିଛି। ୨୨୪ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଅତିଥି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୨୦୯ ରନ୍ କରିଛି। ଭାରତ ଏହି ବିଜୟ ସହିତ ଶୃଙ୍ଖଳାରେ ୨-୧ରେ ଅଗ୍ରଣୀ ହାସଲ କରିଛି।
ସୌଜନ୍ୟ ସମ୍ବାଦ




