ଖେଳ

ଫିଫା ଫ୍ରେଣ୍ଡଲି: ରୁଷିଆଠାରୁ ପୁଣି ହାରିଲେ ଭାରତୀୟ ମହିଳା

ରୁଷିଆ ବିପକ୍ଷ ଅନ୍ତର୍ଜାତୀୟ ମହିଳା ଫ୍ରେଣ୍ଡଲିରେ ପୁଣି ହାରିଯାଇଛି ଘରୋଇ ଭାରତୀୟ ଦଳ। ଗତ ଗୁରୁବାର ୦-୪ ଗୋଲ୍‌ରେ ହାରିଥିବା ରଞ୍ଜନା ଚାନୁଙ୍କ ଦଳ ରବିବାର ମଧ୍ୟ କ୍ଲିନ୍‌ ସିଟ୍‌ ବ୍ୟବଧାନରେ ୦-୮ରେ ହାରିଯାଇଛି।

କୋଲକାତା: ରୁଷିଆ ବିପକ୍ଷ ଅନ୍ତର୍ଜାତୀୟ ମହିଳା ଫ୍ରେଣ୍ଡଲିରେ ପୁଣି ହାରିଯାଇଛି ଘରୋଇ ଭାରତୀୟ ଦଳ। ଗତ ଗୁରୁବାର ୦-୪ ଗୋଲ୍‌ରେ ହାରିଥିବା ରଞ୍ଜନା ଚାନୁଙ୍କ ଦଳ ରବିବାର ମଧ୍ୟ କ୍ଲିନ୍‌ ସିଟ୍‌ ବ୍ୟବଧାନରେ ୦-୮ରେ ହାରିଯାଇଛି। ପ୍ରଥମାର୍ଦ୍ଧରେ ୫ ଗୋଲ୍‌ ଏବଂ ଦ୍ବିତୀୟାର୍ଦ୍ଧରେ ୩ ଗୋଲ୍‌ ଦେଇ ରୁଷୀୟ ଯୁବତୀମାନେ ଏକତରଫା ବିଜୟ ହାସଲ କରିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button