ଜାତୀୟ

Bengaluru CEO Hiring Remark: ଚାରି ରାଜ୍ୟର ପୁରୁଷ ପ୍ରାର୍ଥୀଙ୍କୁ ଚାକିରି ନ ଦେବା ଘୋଷଣା, ବିବାଦରେ କମ୍ପାନି ସିଇଓ

ବେଙ୍ଗାଲୁରୁ, ୨୪/୦୯: ବେଙ୍ଗାଲୁରୁସ୍ଥିତ ଏ-ୱାନ୍ ସ୍ପୋର୍ଟସ ୱର୍ଲଡ୍‌ର ସିଇଓ କାର୍ତ୍ତିକ ଶେନୟଙ୍କ ଏକ ଘୋଷଣାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ତାଙ୍କ କମ୍ପାନି ଉତ୍ତରପ୍ରଦେଶ, ରାଜସ୍ଥାନ, ବିହାର ଓ ମଧ୍ୟପ୍ରଦେଶରୁ ପୁରୁଷ ପ୍ରାର୍ଥୀଙ୍କୁ ଆଉ ଚାକିରି ଦେବ ନାହିଁ ବୋଲି ସେ ଏକ୍ସରେ ଘୋଷଣା କରିଥିବା ଜଣାପଡ଼ିଛି।

କାର୍ତ୍ତିକ ଶେନୟଙ୍କ କହିବା ଅନୁସାରେ, ସଂଗଠନ ମଧ୍ୟରେ ଦୀର୍ଘ ଆଲୋଚନା ଓ ବିତର୍କ ପରେ ଏହି ନିଷ୍ପତ୍ତି ନିଆଯାଇଛି। ତାଙ୍କ ପୋଷ୍ଟରେ ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଜଣେ ରାଜସ୍ଥାନୀ ବ୍ୟକ୍ତି ପୂର୍ବରୁ ତାଙ୍କ କମ୍ପାନିରେ କାମ କରୁଛନ୍ତି ଏବଂ ସେ ଏହି ନିଷ୍ପତ୍ତିକୁ ‘ଶତ ପ୍ରତିଶତ’ ସମର୍ଥନ କରିଛନ୍ତି।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button