ଦେଶ ବିଦେଶ

Boat capsize: ପ୍ରବାସୀଙ୍କ ଡଙ୍ଗା ବୁଡ଼ିଲା; ୧୫ ଶିଶୁଙ୍କ ସମେତ ୧୦୯ ଜଣଙ୍କ ମୃତ୍ୟୁ

ଦକ୍ଷିଣ ଆଫ୍ରିକାର ଡିଜିବୁଟି ଉପକୂଳରେ ପ୍ରବାସୀମାନଙ୍କର ଡଙ୍ଗା ବୁଡ଼ିଛି। ଯାତ୍ରୀବାହୀ ଡଙ୍ଗା ବୁଡ଼ିବା କାରଣରୁ ୧୦୯ ଜଣ ପ୍ରବାସୀ ନାଗରିକଙ୍କର ମୃତ୍ୟୁ ଘଟିଛି, ଯେଉଁଥିରେ ୧୫ ଜଣ ଶିଶୁ ମଧ୍ୟ ସାମିଲ ଅଛନ୍ତି। ପ୍ରବାସୀମାନଙ୍କର ଅନ୍ତର୍ଜାତୀୟ ସଂଗଠନ...

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଡିଜିବୁଟି ଉପକୂଳରେ ପ୍ରବାସୀମାନଙ୍କର ଡଙ୍ଗା ବୁଡ଼ିଛି। ଯାତ୍ରୀବାହୀ ଡଙ୍ଗା ବୁଡ଼ିବା କାରଣରୁ ୧୦୯ ଜଣ ପ୍ରବାସୀ ନାଗରିକଙ୍କର ମୃତ୍ୟୁ ଘଟିଛି, ଯେଉଁଥିରେ ୧୫ ଜଣ ଶିଶୁ ମଧ୍ୟ ସାମିଲ ଅଛନ୍ତି। ପ୍ରବାସୀମାନଙ୍କର ଅନ୍ତର୍ଜାତୀୟ ସଂଗଠନ ଗଣମାଧ୍ୟମକୁ ଏହି ସୂଚନା ଦେଇଛି। ଏଥିରେ କୁହାଯାଇଛି ଯେ, ଡଙ୍ଗାରେ ୩୦୫ ଜଣ ପ୍ରବାସୀ ଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button