ଦେଶ ବିଦେଶ
-
Experts Warn: ଜଳ ବଣ୍ଟନ ପ୍ରସଙ୍ଗ ଶାନ୍ତି ପାଇଁ ବିପଦ ସୃଷ୍ଟି କରୁଛି: ବିଶେଷଜ୍ଞଙ୍କ ଚେତାବନୀ
ଇସଲାମାବାଦ: ଗତ ବର୍ଷ ଧରି ଭାରତଏବଂ ପାକିସ୍ତାନ ମଧ୍ୟରେ ପାଣିକୁ ନେଇ ଉତ୍ତେଜନା ଲାଗି ରହିଛି, ଏବଂ ବାଂଲାଦେଶ ସହିତ ଜଳ ବଣ୍ଟନକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି। ବିଶେଷଜ୍ଞମାନଙ୍କ ଅନୁସାରେ ଭବିଷ୍ୟତରେ ଜଳ…
Read More » -
Pakistan: ମିଛ ପ୍ରଚାର କରିବା ପାକିସ୍ତାନର ଅଭ୍ୟାସ: ଜାତିସଂଘରେ ଇସଲାମାବାଦକୁ ଆଇନା ଦେଖାଇଲା ଭାରତ
ନ୍ୟୁୟର୍କ: ଭାରତ ପୁଣିଥରେ ବିଶ୍ୱସମ୍ମୁଖରେ ପାକିସ୍ତାନର ଭିତ୍ତିହୀନ ମିଛ ଦାବିର ପର୍ଦ୍ଦାଫାସ କରିଛି।ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବଥନେନି ହରିଶ, ଜାତିସଂଘ ସାଧାରଣ ସଭା (ୟୁଏନ୍ଜିଏ)ରେ ସ୍ପଷ୍ଟ ଭାବରେ…
Read More » -
Encounter: ଦିଲ୍ଲୀ ପୁଲିସର ଏନ୍କାଉଣ୍ଟ, ତିନି ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନ ନୂଆଦିଲ୍ଲୀରେ ଆଜି ଭୋର ସକାଳୁ କୁଖ୍ୟାତ ଅପରାଧୀଙ୍କ ବିରୋଧରେ ପୁଲିସ ଏନ୍କାଉଣ୍ଟର କରିଛି। ଦକ୍ଷିଣ ଦିଲ୍ଲୀର ପୁଷ୍ପ ବିହାର ଅଞ୍ଚଳରେ ଦିଲ୍ଲୀ ପୁଲିସର ଏକ ସ୍ବତନ୍ତ୍ର ଟିମ୍ର…
Read More » -
War: ହର୍ମୁଜରେ ଡ୍ରୋନ ଆକ୍ରମଣ କଲା ଇରାନ, ପ୍ରତିଶୋଧ ନେଲା ଆମେରିକା
ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସ୍ଥଗିତ ରହିଛି। ଏହାରି ମଧ୍ୟରେ ଉଭୟ ଆମେରିକା ଏବଂ ଇରାନ ପୁଣିଥରେ ହର୍ମୁଜ ପ୍ରଣାଳୀରେ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷ…
Read More » -
Manipur: ମଣିପୁରରେ ପୁଣି ହିଂସା: କୁକି ସଂପ୍ରଦାୟର ୩ ଜଣଙ୍କୁ ହତ୍ୟା, ସମଗ୍ର ଗାଁ ଜାଳିଦେବାକୁ ଉଦ୍ୟମ
ଗୁଆହାଟୀ: ମଣିପୁରରେ ପୁଣି କୁକି ସଂପ୍ରଦାୟକୁ ନିଶାଣ କରି ଉଗ୍ରପନ୍ଥୀମାନେ ବର୍ବର ଆକ୍ରମଣ କରିଛନ୍ତି। କାଙ୍ଗପୋକପି ଜିଲ୍ଲାରେ ଶୁକ୍ରବାର ସକାଳେ ହୋଇଥିବା ଆକ୍ରମଣରେ ଜଣେ ମହିଳାଙ୍କ ସମେତ ତିନି…
Read More » -
Reserve Bank’s forecast: ଚିନ୍ତା ବଢ଼ାଇଲା ରିଜର୍ଭ ବ୍ୟାଙ୍କର ପୂର୍ବାନୁମାନ: ବଢ଼ିବ ଦରଦାମ୍, କମିବ ବିକାଶ
ନୂଆଦିଲ୍ଲୀ: ଚଳିତ ଆର୍ଥିକବର୍ଷରେ ଅର୍ଥନୀତିକୁ ଡବଲ୍ ଝଟକା ଲାଗିବ। ଦେଶର ଅର୍ଥନୈତିକ ଅଭିବୃଦ୍ଧି କମିଯିବ ଏବଂ ଦରଦାମ ବଢ଼ିଯିବ। ବିଶେଷକରି ସରକାରଙ୍କ ପକ୍ଷରୁ ଆଜି ପ୍ରକାଶିତ ରିପୋର୍ଟରେ ୨୦୨୫-୨୬…
Read More » -
Chess: ନରୱେ ଚେସ୍: ଗୁକେଶଙ୍କୁ ହରାଇଲେ ପ୍ରଜ୍ଞାନନ୍ଦ
ଓସ୍ଲୋ: ବୋର୍ଡ ବାହାରେ ଦୁଇ ଜଣ ଭଲ ସାଙ୍ଗ, ହେଲେ ନିଜ ନିଜ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ ବେଳେ ଉଭୟଙ୍କ ଲକ୍ଷ୍ୟ ଥାଏ ବିଜୟୀ ହେବ। ନରୱେ ଚେସ୍ ନବମ ରାଉଣ୍ଡରେ ଦୁଇ…
Read More » -
FIFA: ଫିଫା ବିଶ୍ବକପ୍ ଉଦ୍ଘାଟନୀରେ ସାକିରା ଦେଖାଇବେ ଜଲୱା
ନୂଆଦିଲ୍ଲୀ: ଫିଫାପୁରୁଷ ବିଶ୍ବକପ୍ ଚଳିତ ମାସ ୧୧ ତାରିଖରୁ ୩ ଦେଶ ଆମେରିକା, ମେକ୍ସିକୋ ଓ କାନାଡ଼ାରେ ଖେଳାଯିବ। ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାର…
Read More » -
World cycle Day: ଭୁବନେଶ୍ୱରରେ ବିଶ୍ୱ ସାଇକଲ୍ ଦିବସ ଓ ଅସ୍ମିତା ସାଇକଲିଂ ଲିଗ୍
ଭୁବନେଶ୍ୱର: ଓଡ଼ିଶା ସାଇକଲିଂ ଆସୋସିଏସନ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ ସାଇକଲ ଦିବସକୁ ସଫଳତାର ସହିତ ପାଳନ କରିଛି। ଏଥିରେ ବିଭିନ୍ନ ସ୍ଥାନରୁ ପ୍ରାୟ ୧୨୦ ସାଇକଲ ଚାଳକ…
Read More » -
KIIT: ଆଜିଠାରୁ କିଟ୍ରେ ସର୍ବଭାରତୀୟ ଜେକେଏ ପ୍ରତିଯୋଗିତା
ଭୁବନେଶ୍ବର: ଓଡ଼ିଶାରେ ପୁଣି ଏକ ଜାତୀୟ ସ୍ତରର ପ୍ରତିଯୋଗିତା ଆୟୋଜିତ ହୋଇଛି। କରାଟେଖେଳର ଅନ୍ୟତମ ପ୍ରମୁଖ ଷ୍ଟାଇଲ୍ ଜାପାନ ଓକିନାୱାର ଏକ ସର୍ବଭାରତୀୟ ପ୍ରତିଯୋଗିତା ଏବଂ ଜାତୀୟ ଶିବିର ଶୁକ୍ରବାରଠାରୁ କିଟ୍…
Read More »