ଦେଶ ବିଦେଶ
-
Marco Rubio: କ୍ୱାଡ୍ ଆଉ କେବଳ ଆଲୋଚନାରେ ସୀମିତ ନୁହେଁ, ବରଂ ଠୋସ୍ କାର୍ଯ୍ୟ ପାଇଁ ଏକ ମଞ୍ଚ ପାଲଟିଛି: ମାର୍କୋ ରୁବିଓ…
ନୂଆଦିଲ୍ଲୀ,୨୬/୫: ମଙ୍ଗଳବାର ଦିନ ଭାରତର ରାଜଧାନୀ ନୂଆଦିଲ୍ଲୀରେ କ୍ୱାଡ୍ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ…
Read More » -
India and Canada: ଭାରତ ଏବଂ କାନାଡା ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ସହମତି
ଓଟାୱା: ଭାରତ ଏବଂ କାନାଡା ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବାଣିଜ୍ୟକୁ ସୁଦୃଢ଼ କରିବା ପାଇଁ ସକାରାତ୍ମକ ସଙ୍କେତ ଦେଇଛନ୍ତି। ଉଭୟ ଦେଶର ଶୀର୍ଷ ନେତାମାନେ ଚଳିତ ବର୍ଷ…
Read More » -
Cockroach Janta Party: ”କୋକରୋଚ୍ ଜନତା ପାର୍ଟି”ର ପଞ୍ଜୀକରଣ କରିବା ପାଇଁ ଇସିଆଇଙ୍କ ଦ୍ୱାରସ୍ଥ ହେଲେ ହରିୟାଣାର ଓକିଲ
ନୂଆଦିଲ୍ଲୀ/ପାନିପତ: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ଏକ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ସାରା ଦେଶର ଯୁବପିଢ଼ିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତୀବ୍ର ଆକ୍ରୋଶ ଭିତରୁ…
Read More » -
S Jaishankar: ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଏକ ବିଶ୍ୱସନୀୟ ଏବଂ ସ୍ୱଚ୍ଛ ସହଭାଗୀତାର ଆବଶ୍ୟକତା ରହିଛି: କ୍ୱାଡ୍ ବୈଠକରେ ଜୟଶଙ୍କର
ନୂଆଦିଲ୍ଲୀ: ମଙ୍ଗଳବାର ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଯେ, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ବିଶ୍ୱ ଅଭିବୃଦ୍ଧି ଏବଂ ସ୍ଥିରତାର ଏକ…
Read More » -
Netanyahu: ନେତାନ୍ୟାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପ୍ରଶ୍ନବାଚୀ, ଦନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
ଜେରୁଜେଲମ: ସୋମବାର ସନ୍ଧ୍ୟାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଜେରୁସାଲେମର ଏକ ମେଡିକାଲ୍ ସେଣ୍ଟରକୁ ନିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ ତାଙ୍କୁ ଦନ୍ତ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।…
Read More » -
Hormuz Strait Crisis : ହର୍ମୁଜ୍ ସଙ୍କଟକୁ ଦୂର କରିବା ଉପାୟ ବାହାର କଲା କାଜାଖସ୍ତାନ
ଆସ୍ତାନା: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ଏବଂ ହର୍ମୁଜ୍ ସଙ୍କଟ ଜାରି ମଧ୍ୟରେ, କାଜାଖସ୍ତାନ ଏସିଆ ଏବଂ ୟୁରୋପ ମଧ୍ୟରେ ଏକ ନୂତନ ମାର୍ଗ ନିର୍ମାଣ କରୁଛି। ଚୀନ୍ରୁ ୟୁରୋପକୁ ସାମଗ୍ରୀର…
Read More » -
Critical Materials In Delhi: କ୍ବାଡ୍ରେ ୩ ବଡ଼ ନିଷ୍ପତ୍ତି: ବଢ଼ିଲା ଚୀନ୍ର ଚିନ୍ତା
ନୂଆଦିଲ୍ଲୀ:କ୍ୱାଡ୍ ଦେଶମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସୁରକ୍ଷା, ଶକ୍ତି ଯୋଗାଣ…
Read More » -
Pawan Kalyan: ତାମିଲନାଡୁରେ ବିଜୟଙ୍କ ସଫଳତା ଦେଖି ‘ଇର୍ଷା’ ହେଉଛି: ପବନ କଲ୍ୟାଣ
ଅମରାବତୀ: ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଜନସେନା ପାର୍ଟିର ମୁଖ୍ୟ ପବନ କଲ୍ୟାଣ ସୋମବାର ଏକ ସାଧାରଣ ସଭାରେ ସିନେମା ଜଗତରୁ ରାଜନୀତିକୁ ଆସିଥିବା ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର ବିଜୟଙ୍କ…
Read More » -
Oxytocin Injections : ରାଜସ୍ଥାନରେ ନକଲି ଅକ୍ସିଟୋସିନ୍ ଇଞ୍ଜେକ୍ସନ ଯୋଗୁଁ ୫ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ
ଜୟପୁର/କୋଟା: ରାଜସ୍ଥାନର ସରକାରୀ ହସ୍ପିଟାଲଗୁଡ଼ିକୁ ଯୋଗାଇ ଦିଆଯାଇଥିବା ଅକ୍ସିଟୋସିନ୍ ଇଞ୍ଜେକ୍ସନ ନକଲି ପ୍ରମାଣିତ ହେବା ପରେ ସାରା ରାଜ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। କୋଟାର ନ୍ୟୁ ମେଡିକାଲ…
Read More » -
Pakistan: ଆମେରିକାର ଚାପ ଆଗରେ ନଇଁଲାନି ପାକିସ୍ତାନ, ଇସ୍ରାଏଲକୁ ମାନ୍ୟତା ଦେବା ପ୍ରସ୍ତାବକୁ ସ୍ପଷ୍ଟ ମନା କଲେ ରକ୍ଷାମନ୍ତ୍ରୀ
ଇସଲାମାବାଦ: ଇରାନ ସହିତ ଶାନ୍ତି ପ୍ରତିଷ୍ଠା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରସ୍ତାବିତ ”ଆବ୍ରାହାମ ଆକର୍ଡସ”ରେ ସାମିଲ ହେବା ପ୍ରସ୍ତାବକୁ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ…
Read More »