ଦେଶ ବିଦେଶ
-
ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରୁ ୬ ସପ୍ତାହରେ ବସ୍ତି ଉଚ୍ଛେଦ ନିର୍ଦେଶ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ନିକଟରେ ଥିବା ୩ଟି ବସ୍ତିକୁ ୬ ସପ୍ତାହ ମଧ୍ୟରେ ଉଚ୍ଛେଦ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏସବୁ ବସ୍ତିରେ…
Read More » -
କେନିଆ ପାଇଁ ଭାରତ ସର୍ବାଧିକ ତୈଳ ରପ୍ତାନିକାରୀ ରାଷ୍ଟ୍ର
ନୂଆଦିଲ୍ଲୀ : ୟୁଏଇ ଓ ସାଉଦି ଆରବକୁ ପଛରେ ପକାଇ କେନିଆ ପାଇଁ ସବୁଠାରୁ ବଡ଼ ପେଟ୍ରୋଲିୟମ୍ ଯୋଗାଣକାରୀ ଦେଶ ପାଲଟିଛି। ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ବିବାଦ…
Read More » -
ନେପାଳରେ ଜଳପ୍ରଳୟ : ଶତାଧିକ ମୃତ
କାଠମାଣ୍ଡୁ/ନୂଆଦିଲ୍ଲୀ : ନେପାଳ-ତିବ୍ବତ ସୀମାନ୍ତ ରସୁୱା ଜିଲାର ଭୋଟେକୋଶୀ ନଦୀରେ ଆକସ୍ମିକ ବନ୍ୟା ଆସି ସମଗ୍ର ଅଞ୍ଚଳରେ ତାଣ୍ଡବ ରଚିଛି। ନେପାଳରେ ବୁଧବାର ହୋଇଥିବା ଏହି ପ୍ରଳୟଙ୍କରୀ…
Read More » -
Nepal Flood: ନେପାଳରେ କାହିଁକି ଘଟିଲା ଜଳପ୍ରଳୟ: କାରଣ ସ୍ପଷ୍ଟ କଲା ଆମେରିକା ଭୂତତ୍ତ୍ୱ ସର୍ଭେ
ୱାସିଂଟନ/କାଠମାଣ୍ଡୁ: ବୁଧବାର ପ୍ରତ୍ୟୁଷରେ ନେପାଳର ରାସୁୱା ଜିଲ୍ଲାର ଭୋଟେକୋଶି ନଦୀରେ ଏକ ବଡ଼ ଜଳପ୍ରଳୟ ଘଟି ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଏହି ଦୁଃଖଦ ଘଟଣାରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି।…
Read More » -
Trump: ମୋଜତାବାଙ୍କ ମୃତ୍ୟୁ ଘଟିନାହିଁ, ସେ ଗୁରୁତର ଆହତ ହୋଇଛନ୍ତି: ଇରାନର ସର୍ବୋଚ୍ଚ ନେତାଙ୍କୁ ନେଇ ଦାବି କଲେ ଟ୍ରମ୍ପ
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାରରେ ଦାବି କରିଛନ୍ତି ଯେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖେମିନି ଜୀବିତ ଅଛନ୍ତି କିନ୍ତୁ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ସେ ଗୁରୁତର…
Read More » -
Road Accident: ଆନ୍ଧ୍ରପ୍ରଦେଶର ପାଲନାଡୁରେ ଭୟଙ୍କର ଦୁର୍ଘଟଣା: ବସ୍-ଅଟୋ ଧକ୍କାରେ ୭ ମୃତ
ଆନ୍ଧ୍ରପ୍ରଦେଶ:ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲା ଚିଲକାଲୁରିପେଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍ ଏକ ଅଟୋ-ରିକ୍ସାକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ସମସ୍ତେ ଭେଲୁରୁ ଗାଁର…
Read More » -
China Landslide: ତିବ୍ଦତର ଜିରୋଙ୍ଗରେ ବଡ଼ ଧରଣର ଭୁସ୍ଖଳନ: ୱାଇ-୨୦ ସାମରିକ ବିମାନ ସହ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ନିୟୋଜିତ
ବେଜିଂ: ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳର ଜିଗାଜେ ସିଟିର ଗାଇରୋଙ୍ଗ୍ କାଉଣ୍ଟିରେ ଏକ ବଡ଼ ଧରଣର ଭୂସ୍ଖଳନ ହେବା ପରେ, ଚୀନ୍ ସରକାର ଏବଂ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ)ଏକ ସ୍ବତନ୍ତ୍ର ଉଦ୍ଧାର କାର୍ଯ୍ୟ ଆରମ୍ଭ…
Read More » -
Hormuz: ହର୍ମୁଜ୍ରେ ଭାରତୀୟ ଟ୍ୟାଙ୍କର୍କୁ ଅଟକାଇଲା ଇରାନୀ ଯୁଦ୍ଧଜାହାଜ: ଓମାନ କରିଡର ଦେଇ ପଛକୁ ଫେରାଇଲା
ତେହେରାନ: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ଏକ ଭାରତୀୟ ତୈଳ ଟ୍ୟାଙ୍କର୍କୁ ହର୍ମୁଜ୍ ପ୍ରଣାଳୀରେ ଇରାନୀ ଯୁଦ୍ଧଜାହାଜ ଅଟକାଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ଇରାନର ଅର୍ଦ୍ଧ-ସରକାରୀ ସମାଚାର ଏଜେନ୍ସି…
Read More » -
Flood in Nepal: ନେପାଳରେ ପ୍ରଳୟ: ୧୫୭ ମୃତ, ୧୩୩ ଭାରତୀୟ ନିଖୋଜ, ୪୦୦ ପର୍ଯ୍ୟଟକଙ୍କ ପତ୍ତା ମିଳୁନି, ଭାସିଗଲା ଅନେକ ଗାଁ
ନୂଆଦିଲ୍ଲୀ: ପଡୋଶୀ ରାଷ୍ଟ୍ର ନେପାଳର ଉତ୍ତର ଭାଗରେ ଅବସ୍ଥିତ ରସୁୱା ଜିଲ୍ଲାରେ ଆଜି ଅଚାନକ ଆସିଥିବା ବନ୍ୟା ପ୍ରଳୟଙ୍କରୀ କ୍ଷତି ଘଟାଇଛି। ତିବ୍ଦତ ପାର୍ଶ୍ୱରୁ ଭୋଟେକୋଶୀ ନଦୀରେ ଆସିଥିବା…
Read More » -
Buffalo DNA Test: ମଇଁଷି ପାଇଁ DNA ଟେଷ୍ଟ! ବିହାରର ଅଜବ ମାମଲା ଚର୍ଚ୍ଚାରେ
ନୂଆଦିଲ୍ଲୀ: ସାଧାରଣତଃ DNA ଟେଷ୍ଟର କଥା ଆସିଲେ ମନକୁ ଆସେ ହତ୍ୟା ରହସ୍ୟ, ପାରିବାରିକ ବିବାଦ କିମ୍ବା ଅପରାଧ ତଦନ୍ତ। କିନ୍ତୁ କେବେ ଶୁଣିଛନ୍ତି କି, ଗୋଟିଏ…
Read More »