ଦେଶ ବିଦେଶ
-
Judgement: ଶିରିଡ଼ି ସାଇବାବାଙ୍କୁ ନେଇ ଆପତ୍ତିଜନକ ବିଷୟ ହଟାଇବାକୁ ୨୪ ଘଣ୍ଟା ସମୟ
ନୂଆଦିଲ୍ଲୀ: ଶିରିଡ଼ି ସାଇବାବାଙ୍କୁ ନେଇ ଅପମାନଜନକ ଓ ଉତ୍ତେଜନାମୂଳକ ବିଷୟ ହଟାଇବା ପାଇଁ ସମ୍ପୃକ୍ତ ଅନ୍ଲାଇନ୍ ମାଧ୍ୟମଗୁଡ଼ିକୁ ୨୪ ଘଣ୍ଟା ସମୟ ଦିଆଯାଇଥିବା ଗୁରୁବାର ଦିଲ୍ଲୀ ହାଇକୋର୍ଟଙ୍କୁ କେନ୍ଦ୍ର…
Read More » -
NEET protest: ତଦନ୍ତ ପାଇଁ ବିଶେଷଜ୍ଞ କମିଟି ଗଠିତ
ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ବିରୋଧରେ ଦିଲ୍ଲୀର ଯନ୍ତର ମନ୍ତର ସମେତ ବିଭିନ୍ନ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଛାତ୍ରଙ୍କ ଉପରେ ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ହୋଇଥିବା…
Read More » -
Judgement: ଶ୍ରମ ସଂହିତା ପାଇଁ ପୁରୁଣା ‘ଶିଳ୍ପ’ ସଂଜ୍ଞା ଲାଗୁ ହେବନି
ନୂଆଦିଲ୍ଲୀ: କାହାକୁ ‘ଶିଳ୍ପ’ କୁହାଯିବ? ଏହି ପ୍ରଶ୍ନକୁ ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ବରେ ଗଠିତ ୯-ଜଣିଆ ସମ୍ବୀଧାନ ପୀଠ ୫:୪ ବହୁମତରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ…
Read More » -
El Nino 2026: ଏଲ୍ନିନୋ ଏଯାଏଁ ପୂରା ଶକ୍ତିଶାଳୀ ହୋଇନି, ତଥାପି ବିଶ୍ୱ ଉପରେ ଭୟଙ୍କର ପ୍ରଭାବ
ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରରେ ଏଲ୍ନିନୋ କ୍ରମଶଃ ଶକ୍ତିଶାଳୀ ହେଉଛି। ତେବେ ଏହି ଜଳବାୟୁ ଘଟଣା ଏଯାଏଁ ତା’ର ସର୍ବୋଚ୍ଚ ସ୍ତରରେ ପହଞ୍ଚି ନ ଥିଲେ ମଧ୍ୟ ବିଶ୍ୱର ବିଭିନ୍ନ ଅଞ୍ଚଳରେ…
Read More » -
Purification Row: ହାଲଦ୍ୱାନୀ ‘ଶୁଦ୍ଧୀକରଣ’ ଘଟଣାକୁ ନେଇ କଂଗ୍ରେସ ନେତାଙ୍କ ନିରବତାରେ ଖଡ୍ଗେ କ୍ଷୁବ୍ଧ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ହାଲଦ୍ୱାନୀରେ ନିଜ ସଭା ପରେ ମଞ୍ଚର ‘ଶୁଦ୍ଧୀକରଣ’ କରାଯିବା ଘଟଣାକୁ ନେଇ କଂଗ୍ରେସ ନେତାମାନଙ୍କ ନିରବତାରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୁଧବାର…
Read More » -
Premanand Maharaj Rules: ଖାଇବା ବେଳେ ମୋବାଇଲ୍ ଦେଖୁଛନ୍ତି କି ? ପ୍ରେମାନନ୍ଦ ମହାରାଜ କହିଲେ ଏପରି
ନୂଆଦିଲ୍ଲୀ: ଖାଇବା ଟେବୁଲରେ ଖାଦ୍ୟ ଅଛି, ହାତରେ ମୋବାଇଲ୍ ଅଛି, ଆଉ ଆଖି ଟିଭି ସ୍କ୍ରିନ୍ ରେ ! ଆଜିକାଲି ଏହି ଦୃଶ୍ୟ ପ୍ରାୟ ପ୍ରତ୍ୟେକ ଘରେ…
Read More » -
Recruitment Exam: ପରୀକ୍ଷା ବାତିଲ ନିଷ୍ପତ୍ତି ଉପରେ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ରୋକ; ୧୫ ଦିନ ମଧ୍ୟରେ ଜବାବ ତଲବ
ରାଞ୍ଚି: ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଝାଡ଼ଖଣ୍ଡ ଲୋକସେବା ଆୟୋଗ (ଜେପିଏସ୍ସି) ଏବଂ ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗ (ଜେଏସ୍ଏସ୍ସି) ଦ୍ୱାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷାକୁ ବାତିଲ କରିବା ନିଷ୍ପତ୍ତି…
Read More » -
ନିଟ୍ ପରୀକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ସୁରକ୍ଷିତ: କେନ୍ଦ୍ର
ନୂଆଦିଲ୍ଲୀ: ଏନଟିଏ ପରିଚାଳିତ ନିଟ୍ ପରୀକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ସୁରକ୍ଷିତ। ଏହି ବ୍ୟବସ୍ଥାକୁ ଭାଙ୍ଗିବା କଷ୍ଟକର। ପ୍ରଶ୍ନପତ୍ର ପ୍ରସ୍ତୁତ କରିବାଠାରୁ ଏହାକୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚାଇବା…
Read More » -
ଇମ୍ରାନଙ୍କୁ ଭେଟିଲେ ଭଉଣୀ ଓ ପତ୍ନୀ
ଇସଲାମାବାଦ: ଦୀର୍ଘ ଦିନ ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଭଉଣୀ ନୋରିନ ନିୟାଜୀ ଓ…
Read More » -
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ; ମୁସଲିମ୍ ଭୋଟ ଉପରେ ବିଜେପିର ନଜର
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ବିଭିନ୍ନ ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମାଜବାଦୀ ପାର୍ଟି ଓ କଂଗ୍ରେସ ନିଜ ନିଜ…
Read More »