ଜାତୀୟ
-
Manipur: ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ୫.୨ ତୀବ୍ରତାଯୁକ୍ତ ଭୂମିକମ୍ପ: ଲୋକେ ଶୋଇଥିବା ବେଳେ ହଠାତ୍ ଥରିଲା ଘର
ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ମଙ୍ଗଳବାର ଭୋର୍ ପ୍ରାୟ ୫:୫୯ ସମୟରେ ଭୂମିକମ୍ପ ଆରମ୍ଭ ହୋଇଥିଲା, ଯାହା ଫଳରେ…
Read More » -
Gujarat: ଫିକା ପଡ଼ିଲା ବିବାହ ଉତ୍ସବ: ବିଷାକ୍ତ ଖାଦ୍ୟ ଖାଇ ୪୦୦ ଅସୁସ୍ଥ
ଅହମଦାବାଦ: ଗୁଜରାଟର ଦାହୋଦ ଜିଲ୍ଲାର ଆଭଲୋଦ ଗାଁରେ ଏକ ବିବାହ ଉତ୍ସବରେ ବିଷାକ୍ତ ଖାଦ୍ୟ ଖାଇବା ପରେ ୪୦୦ ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି।…
Read More » -
Iran-US: ଇରାନ-ଆମେରିକା ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା: ଅନିଶ୍ଚିତତା ଜାରି, ଆଲୋଚନା ପାଇଁ ଇରାନ ଅମଙ୍ଗ
ତେହେରାନ: ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରତି ଶେଷ ହେବାକୁ ଆଉ ମାତ୍ର ଦୁଇଦିନ ବାକି ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ପାକିସ୍ତାନ…
Read More » -
West Bengal: ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଓ ତାମିଲନାଡ଼ୁ ନିର୍ବାଚନ: ଆଜି ପ୍ରଚାର ଶେଷ
ନୂଆଦିଲ୍ଲୀ: ତାମିଲନାଡ଼ୁ ଓ ପଶ୍ଚିମବଙ୍ଗରେ ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ନେତାମାନେ ସୋମବାର ଜୋରଦାର ପ୍ରଚାର କରିଛନ୍ତି। ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ସମସ୍ତ ୨୩୪ ଆସନ ପାଇଁ…
Read More » -
Bangladesh: ବାଂଲାଦେଶରେ ତେଲ ଦର ବଢ଼ିଲା
ଢାକା: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଅଶୋଧିତ ତୈଳ ଦର ମହଙ୍ଗା ହୋଇଥିବାରୁ ବାଲାଂଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ପେଟ୍ରୋଲ ଦର ଲିଟର ପିଛା…
Read More » -
Rural planning: ମନରେଗା କାମ ଜାରି ରହିବ:ଗ୍ରାମୀଣ ଯୋଜନା ଉପରେ ଯୁଦ୍ଧ ପ୍ରଭାବର ସମୀକ୍ଷା
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ କେନ୍ଦ୍ର ସରକାର ଗ୍ରାମୀଣ ଯୋଜନାଗୁଡ଼ିକର ସମୀକ୍ଷା ଆରମ୍ଭ କରିଛନ୍ତି। ବିଶେଷ କରି କଲ୍ୟାଣମୂଳକ ଓ ଭିତ୍ତିଭୂମି ଯୋଜନା ଉପରେ ଯୁଦ୍ଧର ପ୍ରଭାବ…
Read More » -
Diesel: ୪ ବର୍ଷ ପରେ ଡିଜେଲ ଦରବୃଦ୍ଧି ଆଶଙ୍କା:ରାଜ୍ୟ ନିର୍ବାଚନ ପରେ ବଢ଼ିବ!
ନୂଆଦିଲ୍ଲୀ: କେତେକ ରାଜ୍ୟରେ ଚାଲିଥିବା ନିର୍ବାଚନ ଶେଷ ହେବା ପରେ ଡିଜେଲ ଦରରେ ବୃଦ୍ଧି ହେବା ଆଶଙ୍କା କରାଯାଉଛି। ଏହାକୁ ନେଇ ପରିବହନ କ୍ଷେତ୍ରର ଅଂଶୀଦାରମାନେ ବେଶ…
Read More » -
Dumka Hospital: କେବେ ଶେଷ ହେବ ହସ୍ପିଟାଲରେ ଭର୍ତ୍ତି ଥିବା ବୃଦ୍ଧ ଦମ୍ପତିଙ୍କ ଅପେକ୍ଷା
ଦୁମକା: ଝାଡ଼ଖଣ୍ଡର ଦୁମକାସ୍ଥିତ ସବୁଠାରୁ ବଡ଼ ସରକାରୀ ଡାକ୍ତରଖାନା ପିଜେଏମସିଏଚରେ ଭର୍ତ୍ତି ହୋଇଥିବା ଅନେକ ବୃଦ୍ଧଙ୍କ ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ ପରିସ୍ଥିତିରେ ରହିଛି। ପିତାମାତାଙ୍କୁ ହସ୍ପିଟାଲରେ ଭର୍ତ୍ତି…
Read More » -
Lyrid: ଭୋର୍ ଆକାଶରେ ମହାଜାଗତିକ ଦୃଶ୍ୟ: ଲିରିଡ୍ ଉଲ୍କା ବର୍ଷା
ନୂଆଦିଲ୍ଲୀ:ବାର୍ଷିକ ଲିରିଡ୍ ଉଲ୍କାବର୍ଷା ଆରମ୍ଭ ହୋଇଛି, ଯାହା ଆକାଶ ପର୍ଯ୍ୟବେକ୍ଷକମାନଙ୍କୁ ରାତିର ଆକାଶରେ ଉଲ୍କା ପଡୁଥିବାର ଦେଖିବାର ସୁଯୋଗ ପ୍ରଦାନ କରିଛି। ଏପ୍ରିଲ୍ ୧୬ ରୁ ଏପ୍ରିଲ୍…
Read More » -
Supreme Court: ନେତାଜୀଙ୍କୁ ଘୋଷଣା କରାଯାଉ ରାଷ୍ଟ୍ରପୁତ୍ର: ଆବେଦନକୁ ଖାରଜ କରି ଜରିମାନା ଲଗାଇବାକୁ ଚେତାବନୀ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ୍ ହିନ୍ଦ୍ ଫୌଜ ଭାରତକୁ ସ୍ୱାଧୀନତା ପ୍ରଦାନ କରିଥିଲା ବୋଲି ଘୋଷଣା କରିବାକୁ ଦାୟର ଏକ ଜନସ୍ୱାର୍ଥ…
Read More »