ରାଜ୍ୟ
CDPO Arrested for Bribe ଗାଡ଼ି ଭଡ଼ା ବକୟା ପୈଠ ପାଇଁ ନେଉଥିଲେ ୫ ହଜାର ଟଙ୍କା ଲାଞ୍ଚ, ଧରାପଡ଼ିଲେ ସିଡିପିଓ
ବାଲେଶ୍ୱର ସଦର ସିଡିପିଓ ମଧୁସ୍ମିତା ମହାନ୍ତି ଗାଡ଼ି ଭଡ଼ା ବାବଦ ୨୬ ହଜାର ଟଙ୍କାର ବକେୟା ବିଲ୍ ପୈଠ ପାଇଁ ୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଭୁବନେଶ୍ବର: ଶିଶୁ ଉନ୍ନୟନ ବିଭାଗରେ ଲାଗିଥିବା ଗାଡ଼ି ଭଡ଼ା ବିଲ୍ ବାବଦରେ ଥିବା ବକୟା ପ୍ରଦାନ କରିବା ନିମନ୍ତେ ୫ ହଜାର ଟଙ୍କା ଲାଞ୍ଚ ନେଇ ବାଲେଶ୍ବର ଜିଲ୍ଲା ବାଲେଶ୍ବର ସଦର ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ (ସିଡିପିଓ) ମଧୁସ୍ମିତା ମହାନ୍ତି ଧରାପଡ଼ିଛନ୍ତି।
ସୌଜନ୍ୟ ସମ୍ବାଦ




