ରାଜ୍ୟ

Elephant attack: ହାତୀ ଆକ୍ରୋଶର ସୀମା ଟପିଲା; ଜୀବନ ବଞ୍ଚାଇ ପାରିଲେନି ମହିଳା; ୧୦ଦିନରେ ୨ ମୃତ

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବନାଞ୍ଚଳରେ ଥମୁନି ହାତୀ ଆକ୍ରମଣ ଘଟଣା। ପୁଣି ଜଣେ ମହିଳାଙ୍କ ଜୀବନ ନେଇଛି ହାତୀ। ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତର ରଣସIପଦର ଗାଁର ନିଳେନ୍ଦ୍ରୀ ବାଗ ହାତୀ ଆକ୍ରମଣରେ...

ରାୟଗଡ଼ା (ଶିବ ପ୍ରସାଦ ଦୋରା):ରାୟଗଡ଼ାଜିଲ୍ଲା ମୁନିଗୁଡ଼ା ବନାଞ୍ଚଳରେ ଥମୁନି ହାତୀ ଆକ୍ରମଣ ଘଟଣା। ପୁଣି ଜଣେ ମହିଳାଙ୍କ ଜୀବନ ନେଇଛି ହାତୀ। ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତର ରଣସIପଦର ଗାଁର ନିଳେନ୍ଦ୍ରୀ ବାଗ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳୁ ନିଳେନ୍ଦ୍ରୀ ଶୌଚ ପାଇଁ ଯାଇଥିବା ସମୟରେ ୨ରୁ ୪ଟି ହାତୀ ତାଙ୍କୁ ଆକ୍ରମଣ କରିବା ସହ ଦଳି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ରଣଶIପଦର ଗାଁରେ ଶୋକର ଛାୟା ଖେଳିଯାଇଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button