ରାଜ୍ୟ

Excise Raid: ଗାନ୍ଧୀ ଜୟନ୍ତୀରେ ଅବକାରୀ ଚଢ଼ଉ, ଦେଶୀ ଓ ବିଦେଶୀ ମଦ ଜବତ

ଭୋରୁ ଭୋରୁ ଖଣ୍ଡପଡ଼ା ଅବକାରୀ ଥାନା ପକ୍ଷରୁ ଫତେଗଡ଼ ଥାନା ଝଗଡ଼ପଡା ଗ୍ରାମରେ ଚଢ଼ଉ କରି ୨୫ ଲିଟର ଦେଶୀ ମଦ ପାଉଚ ଏବଂ ବିଦେଶ ୨୫ ଲିଟର ଜବତ କରିଛି। କିଛି ଟଙ୍କା ଜବତ କରାଯିବା ସହ ଚଢ଼ଉ ଜାରି ରହିଛି।

ଭାପୁର: ଗାନ୍ଧୀ ଜୟନ୍ତୀରେ ଅବକାରୀ ବିଭାଗ ଚଢ଼ଉ କରିଛି। ଭୋରୁ ଭୋରୁ ଖଣ୍ଡପଡ଼ା ଅବକାରୀ ଥାନା ପକ୍ଷରୁ ଫତେଗଡ଼ ଥାନା ଝଗଡ଼ପଡା ଗ୍ରାମରେ ଚଢ଼ଉ କରି ୨୫ ଲିଟର ଦେଶୀ ମଦ ପାଉଚ ଏବଂ ବିଦେଶ ୨୫ ଲିଟର  ଜବତ କରିଛି। ଏହାଛଡ଼ା ବ୍ୟାଗ ମଧ୍ୟରେ କିଛି ଟଙ୍କା ଜବତ କରାଯିବା ସହ ଚଢ଼ଉ ଜାରି ରହିଛି।

ଚୋରା ବେପାରୀ ରତିକାନ୍ତ ନାୟକ ଗିରଫ

ଚୋରା ବେପାରୀ ରତିକାନ୍ତ ନାୟକକୁ ଗିରଫ କରିଛି। ନୟାଗଡ଼ଜିଲ୍ଲା ଭାପୁର ବ୍ଳକ ଅବକାରୀ ଥାନା ଅଧିକାରୀ ସତ୍ୟପ୍ରିୟ ସାହୁଙ୍କ ନେତୃତ୍ବରେ ଏହି ଚଢ଼ଉ କରାଯାଇଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button