ଦେଶ ବିଦେଶ
GDP: ବିଶ୍ୱବ୍ୟାଙ୍କ ଆକଳନ, ଭାରତର ଅଭିବୃଦ୍ଧି ୭.୧% ରହିବ
୦୨୬-୨୭ ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ବା ଜିଡିପି ୭.୧ ପ୍ରତିଶତ ରହିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି। ଅଭିବୃଦ୍ଧି ହାର ୬.୬ ପ୍ରତିଶତ ରହିବ ବୋଲି ଏହା ପୂର୍ବରୁ ବିଶ୍ୱବ୍ୟାଙ୍କ ପୂର୍ବାନୁମାନ କରିଥିଲା। ତେଣୁ ପୂର୍ବ ଆକଳନ ତୁଳନାରେ ଏଥିରେ ୦.୫ ପ୍ରତିଶତ ବୃଦ୍ଧି କରାଯାଇଛି।

ନୂଆଦିଲ୍ଲୀ: ୨୦୨୬-୨୭ ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ବା ଜିଡିପି ୭.୧ ପ୍ରତିଶତ ରହିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି। ଅଭିବୃଦ୍ଧି ହାର ୬.୬ ପ୍ରତିଶତ ରହିବ ବୋଲି ଏହା ପୂର୍ବରୁ ବିଶ୍ୱବ୍ୟାଙ୍କ ପୂର୍ବାନୁମାନ କରିଥିଲା। ତେଣୁ ପୂର୍ବ ଆକଳନ ତୁଳନାରେ ଏଥିରେ ୦.୫ ପ୍ରତିଶତ ବୃଦ୍ଧି କରାଯାଇଛି।
ସୌଜନ୍ୟ ସମ୍ବାଦ




