ରାଜ୍ୟ

Hirakud: ହୀରାକୁଦ: ୧୫ ଗେଟ୍ ଦେଇ ଜଳ ନିଷ୍କାସନ

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆଜି ସଂଧ୍ୟା ୬ଟା ୩୦ ସୁଦ୍ଧା ୩ଟି ପର୍ଯ୍ୟାୟରେ ହୀରାକୁଦ ବନ୍ଧର ୮ଟି ଗେଟ୍‌ ଖୋଲାଯାଇଛି। ଫଳରେ ମୋଟ ଖୋଲାଥିବା ଗେଟ୍ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି।

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆଜି ସଂଧ୍ୟା ୬ଟା ୩୦ ସୁଦ୍ଧା ୩ଟି ପର୍ଯ୍ୟାୟରେ ହୀରାକୁଦ ବନ୍ଧର ୮ଟି ଗେଟ୍‌ ଖୋଲାଯାଇଛି। ଫଳରେ ମୋଟ ଖୋଲାଥିବା ଗେଟ୍ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ମଙ୍ଗଳବାର ସଂଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୯.୯୭ ଫୁଟରେ ପହଞ୍ଚିଛି। ଏହି ସମୟରେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ ଲକ୍ଷ ୨୮ ହଜାର ୪୫୯ ଘନଫୁଟ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୨ ଲକ୍ଷ ୬୯ ହଜାର ୭୪୯ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button