ଦେଶ ବିଦେଶ
Jharkhand: ଝାଡ଼ଖଣ୍ଡରେ ଅନିୟମିତତା ଅଭିଯୋଗରେ ୪୪ ନିଯୁକ୍ତି ପରୀକ୍ଷା ବାତିଲ, ଦ୍ରୁତ ଶୁଣାଣି ପାଇଁ ଫାଷ୍ଟ୍ଟ୍ରାକ୍ କୋର୍ଟ ଦାବି
ନିଯୁକ୍ତି ପରୀକ୍ଷାରେ ଅନିୟମିତତାକୁ ନେଇ ଛାତ୍ର ଆନ୍ଦୋଳନ ଜାରି ରହିଥିବାବେଳେ ଝାଡ଼ଖଣ୍ଡ ସରକାର ୪୪ଟି ପରୀକ୍ଷା ବାତିଲ କରିବାର ତାଲିକା ପ୍ରକାଶ କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ସରକାର ୮ଟି ପୃଥକ୍ ବିଜ୍ଞପ୍ତି ଜାରି କରି ଏହି ପଦକ୍ଷେପ ସମ୍ପର୍କରେ ଜଣାଇଛନ୍ତି।

ରାଞ୍ଚି: ନିଯୁକ୍ତି ପରୀକ୍ଷାରେ ଅନିୟମିତତାକୁ ନେଇ ଛାତ୍ର ଆନ୍ଦୋଳନ ଜାରି ରହିଥିବାବେଳେ ଝାଡ଼ଖଣ୍ଡ ସରକାର ୪୪ଟି ପରୀକ୍ଷା ବାତିଲ କରିବାର ତାଲିକା ପ୍ରକାଶ କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ସରକାର ୮ଟି ପୃଥକ୍ ବିଜ୍ଞପ୍ତି ଜାରି କରି ଏହି ପଦକ୍ଷେପ ସମ୍ପର୍କରେ ଜଣାଇଛନ୍ତି। ୨୦୧୪ରୁ ଝାଡ଼ଖଣ୍ଡ ଲୋକସେବା ଆୟୋଗ (ଜେପିଏସ୍ସି) ଏବଂ ଆଉଟ୍ସୋର୍ସିଂ ସଂସ୍ଥା ଟିଏସ୍ଆର୍ ଡାଟା ପ୍ରୋସେସିଂ ପ୍ରାଇଭେଟ୍ ଲିମିଟେଡ୍ (ଟିଡିପିଏଲ୍) ଦ୍ୱାରା କରାଯାଇଥିବା ବିଭିନ୍ନ ପରୀକ୍ଷା ଏହି ତାଲିକାରେ ରହିଛି।
ସୌଜନ୍ୟ ସମ୍ବାଦ




