ରାଜ୍ୟ

Judgement: ପୂର୍ବତନ ପୁଲିସ ଡିଜି ୱାଇବି ଖୁରାନିଆଙ୍କ ସତ୍ୟପାଠ ଦାଖଲ

ହାଇକୋର୍ଟରେ ବିଚାରାଧୀନ ଅଦାଲତ ଅବମାନନା ମାମଲାରେ ଅଗଷ୍ଟ ୨୪ର ନିର୍ଦ୍ଦେଶ ପାଳନ କରି ରାଜ୍ୟର ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆ ସତ୍ୟପାଠ ଦାଖଲ କରିଛନ୍ତି। ପରବର୍ତ୍ତୀ ତାରିଖରେ ଏହି ପ୍ରସଂଗରେ ବିଚାର ହେବ ବୋଲି ହାଇକୋର୍ଟ କହିଛନ୍ତି।

କଟକ: ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ଅଦାଲତ ଅବମାନନା ମାମଲାରେ ଅଗଷ୍ଟ ୨୪ର ନିର୍ଦ୍ଦେଶ ପାଳନ କରି ରାଜ୍ୟର ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆ ସତ୍ୟପାଠ ଦାଖଲ କରିଛନ୍ତି। ପରବର୍ତ୍ତୀ ତାରିଖରେ ଏହି ପ୍ରସଂଗରେ ବିଚାର ହେବ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ପୁଲିସ ଡିଜି ଓ ଆଇଜିଙ୍କ ତରଫରୁ ଦାଖଲ ଆଦେଶ କାର୍ଯ୍ୟକାରୀ ସତ୍ୟପାଠକୁ ରେକର୍ଡଭୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button