ଦେଶ ବିଦେଶ

Manipur violence: ମଣିପୁରରେ ପୁଣି ହିଂସା; ୯ଜଣଙ୍କର ମୃତ୍ୟୁ, ଶାନ୍ତି ପାଇଁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

ମଣିପୁରର ପାହାଡ଼ିଆ ଜିଲ୍ଲାଗୁଡ଼ିକରେ କୁକି ଓ ନାଗା ସମ୍ପ୍ରଦାୟ ମଧ୍ୟରେ ସାନି ହିଂସା ଆରମ୍ଭ ହୋଇଛି। ଶୁକ୍ରବାର ରାତିରୁ ଶନିବାର ମଧ୍ୟରେ କାମଜୋଙ୍ଗ, ଉଖରୁଲ ଓ କାଙ୍ଗପୋକପି ଜିଲ୍ଲାରେ ଘଟିଥିବା ବିଭିନ୍ନ ହିଂସାକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଛି।

ଇମ୍ଫାଲ: ମଣିପୁରର ପାହାଡ଼ିଆ ଜିଲ୍ଲାଗୁଡ଼ିକରେ କୁକି ଓ ନାଗା ସମ୍ପ୍ରଦାୟ ମଧ୍ୟରେ ସାନି ହିଂସା ଆରମ୍ଭ ହୋଇଛି। ଶୁକ୍ରବାର ରାତିରୁ ଶନିବାର ମଧ୍ୟରେ କାମଜୋଙ୍ଗ, ଉଖରୁଲ ଓ କାଙ୍ଗପୋକପି ଜିଲ୍ଲାରେ ଘଟିଥିବା ବିଭିନ୍ନ ହିଂସାକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନେକ ଘର ଜାଳି ଦିଆଯାଇଛି। ରବିବାର ମଧ୍ୟ ପ୍ରଭାବିତ ଅଞ୍ଚଳରେ ଉତ୍ତେଜନା ଜାରି ରହିଥିବାରୁ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯାଇଛି। ମୁଖ୍ୟମନ୍ତ୍ରୀ ୱାଇ ଖେମଚାନ୍ଦ ସିଂହ ହିଂସାକୁ ନିନ୍ଦା କରିବା ସହ ସବୁ ସମ୍ପ୍ରଦାୟର ଲୋକଙ୍କୁ ଶାନ୍ତି ଓ ସଂଯମ ରକ୍ଷା କରିବାକୁ ନିବେଦନ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button