ମନୋରଞ୍ଜନ

Nana Patekar: ନାନା ପାଟେକରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ହୃଦ୍‌ଘାତ ମୃତ୍ୟୁର କାରଣ

ବଲିଉଡର ଦିବଂଗତ ଅଭିନେତା ନାନା ପାଟେକରଙ୍କର ମୃତ୍ୟୁ ହୃଦ୍‌ଘାତ ଯୋଗୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ସରକାରୀ ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲ (ଜିଏମ୍‌ସିଏଚ୍‌) ର ଜଣେ ବରିଷ୍ଠ ଡାକ୍ତର ରବିବାର ନିଶ୍ଚିତ କରିଛନ୍ତି...

ମୁମ୍ବାଇ: ବଲିଉଡର ଦିବଂଗତ ଅଭିନେତା ନାନା ପାଟେକରଙ୍କର ମୃତ୍ୟୁ ହୃଦ୍‌ଘାତ ଯୋଗୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ସରକାରୀ ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲ (ଜିଏମ୍‌ସିଏଚ୍‌) ର ଜଣେ ବରିଷ୍ଠ ଡାକ୍ତର ରବିବାର ନିଶ୍ଚିତ କରିଛନ୍ତି ଯେ, ପାଟେକରଙ୍କ ବାମ ମୁଖ୍ୟ କରୋନାରୀ ଧମନୀରେ ରକ୍ତ ଜମାଟ ବାନ୍ଧିବା ଯୋଗୁଁ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତ୍ୟୁର କାରଣ ଜାଣିବା ପାଇଁ ତାଙ୍କ ପାର୍ଥିବ ଶରୀରକୁ ପୋଷ୍ଟମର୍ଟମ ପାଇଁ ଜିଏମ୍‌ସିଏଚ୍‌କୁ ନିଆଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ନାନା ପାଟେକରଙ୍କ ପୁଅ ମଲହାର ତାଙ୍କ ପିତାଙ୍କ ମୃତଦେହ ନେବା ପାଇଁ ଗୋଆରେ ପହଞ୍ଚିଥିଲେ। ନାନାଙ୍କ ପାର୍ଥିବ ଶରୀରକୁ ପ୍ରଥମେ ପୁଣେ ପଠାଯାଇଥିଲା ଓ ପରେ ଡୋଞ୍ଜେ ଗାଁରେ ଥିବା ଅଭିନେତାଙ୍କ ଫାର୍ମହାଉସକୁ ନିଆଯାଇଥିଲା, ଯେଉଁଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button