ଦେଶ ବିଦେଶ
Political rivals: ସୁପ୍ରିୟା ସୁଲେଙ୍କ ଝିଅ ବାହାଘର ଭୋଜିରେ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଏକାଠି
ଏନ୍ସିପି (ଏସ୍ପି) ସାଂସଦ ସୁପ୍ରିୟା ସୁଲେଙ୍କ ଝିଅ ରେବତୀ ସୁଲେଙ୍କର ବାହାଘର ଭୋଜିରେ ପ୍ରାୟ ସବୁ ରାଜନୈତିକ ଦଳର ନେତା ଏକାଠି ହୋଇଛନ୍ତି। ପାୱାର ପରିବାରର ନୂଆଦିଲ୍ଲୀସ୍ଥିତ ୬ ଜନପଥ ବାସଭବନରେ ସୋମବାର ହୋଇଥିବା ରିସେପ୍ସନ୍ ପାର୍ଟିରେ...

ନୂଆଦିଲ୍ଲୀ: ଏନ୍ସିପି (ଏସ୍ପି) ସାଂସଦ ସୁପ୍ରିୟା ସୁଲେଙ୍କ ଝିଅ ରେବତୀ ସୁଲେଙ୍କର ବାହାଘର ଭୋଜିରେ ପ୍ରାୟ ସବୁ ରାଜନୈତିକ ଦଳର ନେତା ଏକାଠି ହୋଇଛନ୍ତି। ପାୱାର ପରିବାରର ନୂଆଦିଲ୍ଲୀସ୍ଥିତ ୬ ଜନପଥ ବାସଭବନରେ ସୋମବାର ହୋଇଥିବା ରିସେପ୍ସନ୍ ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଆହୁରି ଅନେକ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଏକାଠି ହୋଇଛନ୍ତି।
ସୌଜନ୍ୟ ସମ୍ବାଦ




