ରାଜ୍ୟ

Ramchandi Temple: ନଦୀରେ ପ୍ରବଳ ବନ୍ୟା ଯୋଗୁଁ ବୁଡ଼ିଲା ରାମଚଣ୍ଡୀ ମନ୍ଦିର: ଶ୍ରଦ୍ଧାଳୁଙ୍କୁ ଗୁମ୍ଫା ନିକଟକୁ ମନା

ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜନଗର ଇବ ନଦୀ କୂଳରେ ପାହାଡ଼ ଗୁମ୍ଫାରେ ଅବସ୍ଥିତ ଜିଲ୍ଲାର ସର୍ବ ପୁରାତନ ଶକ୍ତି ପିଠ ମା ରାମଚଣ୍ଡୀ ମନ୍ଦିର ପ୍ରବଳ ବନ୍ୟା ଯୋଗୁ ସମ୍ପୂର୍ଣ ବନ୍ୟା ଜଳରେ ବୁଡିଯାଇଛି।

ବ୍ରଜରାଜନଗର:ଝାରସୁଗୁଡ଼ାଜିଲ୍ଲା ଅନ୍ତର୍ଗତ ବ୍ରଜରାଜନଗର ଇବ ନଦୀ କୂଳରେ ପାହାଡ଼ ଗୁମ୍ଫାରେ ଅବସ୍ଥିତ ଜିଲ୍ଲାର ସର୍ବ ପୁରାତନ ଶକ୍ତି ପିଠ ମା ରାମଚଣ୍ଡୀ ମନ୍ଦିର ପ୍ରବଳ ବନ୍ୟା ଯୋଗୁ ସମ୍ପୂର୍ଣ  ବନ୍ୟା ଜଳରେ ବୁଡ଼ିଯାଇଛି।

ବନ୍ୟା ଜଳ ବଢ଼ିବାରେ ଲାଗିଛି

ଫଳରେ ଶ୍ରଦ୍ଧାଳୁମାନଙ୍କୁ ସମ୍ପୂର୍ଣ ନିଷିଦ୍ଧ କରାଯାଇଛି। ଯେଉଁମାନେ ମାଙ୍କୁ ଦର୍ଶନ ପାଇଁ ଯାଉଛନ୍ତି ପାହାଡ଼ ଉପରେ ପୂଜାକରି ଫେରୁଛନ୍ତି। ମାଙ୍କ ଗୁମ୍ଫାକୁ ଯାଉଥିବା ୨ଟି ସିଡ଼ିକୁ ଉପରୁ ରାମଚଣ୍ଡୀ ସେବା ସମିତି ତଥା ପୂଜକ ମାନଙ୍କ ପକ୍ଷରୁ ବନ୍ଦ କରାଯାଇଛି। ବନ୍ୟା ଜଳ ବଢ଼ିବାରେ ଲାଗିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button