ରାଜ୍ୟ
Tiger enters house: ଖାଦ୍ୟ ପାଇଁ ଘରେ ପଶିଲା ବାଘ: ୬ ଗୁରୁତର, ୩ ସଙ୍କଟାପନ୍ନ
ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ବାଗବହାରା ରେଞ୍ଜ ଝିଟିକି ଗାଁରେ ବାଘ ଉପଦ୍ରବ କୋକୁଆଭୟ ସୃଷ୍ଟି କରିଛି। ବାଘ ଆକ୍ରମଣରେ ଗାଁର ୬ ଜଣ ଗୁରୁତର ହୋଇଛନ୍ତି।

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ବାଗବହାରା ରେଞ୍ଜ ଝିଟିକି ଗାଁରେ ବାଘ ଉପଦ୍ରବ କୋକୁଆଭୟ ସୃଷ୍ଟି କରିଛି। ବାଘ ଆକ୍ରମଣରେ ଗାଁର ୬ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସରଜୁ ଯାଦବ, ତାଙ୍କ ପତ୍ନୀ ଉତ୍ତରୀବାଇ ଯାଦବ, ଜନକରାମ ଯାଦବ, ପତ୍ନୀ ସୁନୀତା ଯାଦବ, ମନୀଷ ଯାଦବ ଓ ତୁଷାର ଯାଦବ।
ସୌଜନ୍ୟ ସମ୍ବାଦ




