ଖେଳ
Kohli Controversy: କୋହଲିଙ୍କ ସହ ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଲେ ହେଡ୍
ଗତ ଆଇପିଏଲ୍ରେ ଭାରତୀୟ ତାରକା ବିରାଟ କୋହଲିଙ୍କ ସହ ହୋଇଥିବା ହ୍ୟାଣ୍ଡସେକ୍ ବିବାଦ ଓ ତାହାକୁ ନେଇ ତାଙ୍କୁ ପତ୍ନୀ ଜେସିକାଙ୍କୁ ମିଳିଥିବା ଧମକକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟର୍ ଟ୍ରାଭିସ୍ ହେଡ୍।

ନୂଆଦିଲ୍ଲୀ: ଗତ ଆଇପିଏଲ୍ରେ ଭାରତୀୟ ତାରକା ବିରାଟ କୋହଲିଙ୍କ ସହ ହୋଇଥିବା ହ୍ୟାଣ୍ଡସେକ୍ ବିବାଦ ଓ ତାହାକୁ ନେଇ ତାଙ୍କୁ ପତ୍ନୀ ଜେସିକାଙ୍କୁ ମିଳିଥିବା ଧମକକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟର୍ ଟ୍ରାଭିସ୍ ହେଡ୍।
ସୌଜନ୍ୟ ସମ୍ବାଦ




