ରାଜ୍ୟ

Puri development ଭବ୍ୟ ହେବ ମ‌ହୋଦଧୀ ଆରତୀ, ଆଧ୍ୟାତ୍ମିକ ହେବ ବେଳାଭୂମି, ବିକଶିତ ହେବ ଗୋବର୍ଦ୍ଧନ ପୀଠ

ପୁରୀ ଗୋବର୍ଦ୍ଧନ ପୀଠର ବିକାଶ, ସୁରକ୍ଷା ଓ ସମ୍ପତ୍ତି ସଂରକ୍ଷଣ ସହ ସ୍ୱର୍ଗଦ୍ୱାର ବେଳାଭୂମିରେ ମହୋଦଧି ଆରତୀକୁ ଭବ୍ୟ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା।

ଭୁବନେଶ୍ୱର:  ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି (ବୁଧବାର) ଲୋକସେବା ଭବନ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button