ରାଜ୍ୟ

Anganwadi worker: ଅଣ୍ଡା ପାଇଁ ଦମ୍ପତିଙ୍କ ୧୫୦ କିଲୋମିଟର କଷ୍ଟକର ଯାତ୍ରା

ଡିଜିଟାଲ୍ ଅନଲାଇନ ମାର୍କେଟିଂ ଯୁଗରେ ଅଣ୍ଡା କିଣିବା ପାଇଁ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ବାଇକ୍‌ରେ ୧୫୦ କିଲୋମିଟର ଯାତ୍ରା କରିବାକୁ ପଡ଼ୁଛି। ଦୁର୍ଗମ ଇଲାକାରେ ଗମନାଗମନ ସମସ୍ୟା ପାଇଁ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କାନ୍ତୋଲ...

କାଳିଆପାଣି (ରବି ନାରାୟଣ କର): ଡିଜିଟାଲ୍ ଅନଲାଇନ ମାର୍କେଟିଂ ଯୁଗରେ ଅଣ୍ଡା କିଣିବା ପାଇଁ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ବାଇକ୍‌ରେ ୧୫୦ କିଲୋମିଟର ଯାତ୍ରା କରିବାକୁ ପଡ଼ୁଛି। ଦୁର୍ଗମ ଇଲାକାରେ ଗମନାଗମନ ସମସ୍ୟା ପାଇଁ ଢେଙ୍କାନାଳଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କାନ୍ତୋଲ ପଞ୍ଚାୟତ ପୁଟିପାଳ କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ଭାରତୀ ଦେହୁରୀ କେବଳ ଅଣ୍ଡାବୋଝ ପାଇଁ ବର୍ଷକୁ ଅତିକମ୍‌ରେ ୬ ମାସ ହନ୍ତସନ୍ତ ହେଉଥିବା ଅଭିଯୋଗ କରନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button