ରାଜ୍ୟ

Flood: ଗର୍ଜିଲା ବୁଢ଼ାବଳଙ୍ଗ; ସେତୁ ଉପରେ ବନ୍ୟାଜଳ, ଆଶ୍ରୟସ୍ଥଳୀରେ ୫୦୦ ଲୋକ

ଆକାଶରୁ ଅବିରତ ବର୍ଷା, ତଳେ ଫୁଲୁଛି ବୁଢ଼ାବଳଙ୍ଗ। ଚାରିଆଡ଼େ ପାଣି, ଘରେ ପାଣି, ରାସ୍ତା ଉପରେ ପାଣି। ଲଘୁଚାପଜନିତ ଲଗାଣ ବର୍ଷା ବେତନଟୀ ଅଞ୍ଚଳର ଜନଜୀବନକୁ ଏକପ୍ରକାର ବନ୍ଦୀ କରିଦେଇଛି।

ବୈଶିଙ୍ଗା (ଦୀପକ କୁମାର ସିଂହ): ଆକାଶରୁ ଅବିରତ ବର୍ଷା, ତଳେ ଫୁଲୁଛି ବୁଢ଼ାବଳଙ୍ଗ। ଚାରିଆଡ଼େ ପାଣି, ଘରେ ପାଣି, ରାସ୍ତା ଉପରେ ପାଣି। ଲଘୁଚାପଜନିତ ଲଗାଣ ବର୍ଷା ବେତନଟୀ ଅଞ୍ଚଳର ଜନଜୀବନକୁ ଏକପ୍ରକାର ବନ୍ଦୀ କରିଦେଇଛି। ଗତ ୨୪ ଘଣ୍ଟାରେ ୧୭୦ ମିମି ବର୍ଷା ରେକର୍ଡ ହେବା ପରେ ତଳିଆ ଅଞ୍ଚଳରେ ବନ୍ୟାର ବିପଦ ଘନେଇଛି। ନଦୀର ଜଳସ୍ତର ବିପଦସଂକେତ ଉପରେ ରହିଥିବାବେଳେ ନାଖରା ସେତୁ ଉପରେ ବନ୍ୟାଜଳ ପ୍ରବାହିତ ହୋଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button