ରାଜ୍ୟ
Assaulted Over Witchcraft ଗୁଣିଗାରେଡ଼ି ସନ୍ଦେହରେ ଗାଁଦାଣ୍ଡରେ ମହିଳାଙ୍କୁ ମାଡ଼
ଭଦ୍ରକ ବାଣିତିଆ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ଆକ୍ରମଣ ଅଭିଯୋଗ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ତଦନ୍ତ କରୁଛି।

ଭଦ୍ରକ(ହରିହର ନାୟକ): ଗୁଣିଗାରେଡ଼ି ସନ୍ଦେହରେ ଗାଁ ଦାଣ୍ଡରେ ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ଼ ମାରିବା ଘଟଣାକୁ ନେଇ ଏବେ ଜିଲ୍ଲାରେ ତୀବ୍ର ଉଦ୍ବେଗ ପ୍ରକାଶ ପାଇଛି।
ସୌଜନ୍ୟ ସମ୍ବାଦ




