ରାଜ୍ୟ

Assaulted Over Witchcraft ଗୁଣିଗାରେଡ଼ି ସନ୍ଦେହରେ ଗାଁଦାଣ୍ଡରେ ମହିଳାଙ୍କୁ ମାଡ଼

ଭଦ୍ରକ ବାଣିତିଆ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ଆକ୍ରମଣ ଅଭିଯୋଗ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ତଦନ୍ତ କରୁଛି।

ଭଦ୍ରକ(ହରିହର ନାୟକ): ଗୁଣିଗାରେଡ଼ି ସନ୍ଦେହରେ  ଗାଁ ଦାଣ୍ଡରେ ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ଼ ମାରିବା ଘଟଣାକୁ ନେଇ ଏବେ ଜିଲ୍ଲାରେ ତୀବ୍ର ଉଦ୍‌ବେଗ ପ୍ରକାଶ ପାଇଛି।

ପରେ ସରପଞ୍ଚଙ୍କ ହସ୍ତକ୍ଷେପରେ ସେ ଉଦ୍ଧାର ହୋଇଥିଲେ।  ଅଟୋରେ ଡାକ୍ତରଖାନା ଯାଉଥିଲା ବେଳେ ପୁଣିଥରେ ଗ୍ରାମବାସୀମାନେ ତାଙ୍କୁ ଅଟୋରୁ ଟାଣି ନେଇ ମାଡ଼ ମାରିଥିଲେ। ସେହି ସମୟରେ ସୂଚନା ପାଇ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button