ଦେଶ ବିଦେଶ
Rahul Gandhi: ଜ୍ଞାନେଶ କୁମାର ଫର୍ମ୬ ବେଆଇନ ଭାବେ ବଦଳାଇଛନ୍ତି: ରାହୁଲ ଗାନ୍ଧୀ
ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ଅଭିଯୋଗ କରିଛନ୍ତି ଯେ, ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର ବେଆଇନ ଓ ଏକପାଖିଆ ଭାବରେ ଫର୍ମ ୬ରେ ପରିବର୍ତ୍ତନ କରିଛନ୍ତି।

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ଅଭିଯୋଗ କରିଛନ୍ତି ଯେ, ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର ବେଆଇନ ଓ ଏକପାଖିଆ ଭାବରେ ଫର୍ମ ୬ରେ ପରିବର୍ତ୍ତନ କରିଛନ୍ତି। ସୋମବାର ରାହୁଲ ଆହୁରି ଅଭିଯୋଗ କରିଛନ୍ତି ଯେ, ବିଜେପିକୁ ସାହାଯ୍ୟ କରିବା ପାଇଁ ଜ୍ଞାନେଶ କୁମାର ତାଙ୍କ ପଦବୀର ଅପବ୍ୟବହାର କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଉତ୍ତରଦାୟୀ ହେବାକୁ ପଡ଼ିବ।
ସୌଜନ୍ୟ ସମ୍ବାଦ




