ଦେଶ ବିଦେଶ
Gyanesh Kumar: ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ ଆଣିଲେ ପୂର୍ବତନ ଆଇଏଏସ୍ ନେତୃତ୍ବାଧୀନ ପ୍ରତିନିଧି ଦଳ
ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଜନତା ମହାଭିଯୋଗ ନୋଟିସ୍’ ଆଣିଛନ୍ତି ପୂର୍ବତନ ପ୍ରଶାସନିକ ସେନା ଅଧିକାରୀଙ୍କ ନେତୃତ୍ୱାଧୀନ ଏକ ପ୍ରତିନିଧି ଦଳ।

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଜନତା ମହାଭିଯୋଗ ନୋଟିସ୍’ ଆଣିଛନ୍ତି ପୂର୍ବତନ ପ୍ରଶାସନିକ ସେନା ଅଧିକାରୀଙ୍କ ନେତୃତ୍ୱାଧୀନ ଏକ ପ୍ରତିନିଧି ଦଳ। ପ୍ରତିନିଧି ଦଳ କହିଛି ଯେ, ସେମାନେ ମହାଭିଯୋଗ ନୋଟିସ ଭାରତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିବାକୁ ଚାହୁଥିଲେ, କିନ୍ତୁ ଦିଲ୍ଲୀ ପୁଲିସ ସେମାନଙ୍କୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବାକୁ ଦେଇ ନଥିଲା।
ସୌଜନ୍ୟ ସମ୍ବାଦ




