ଦେଶ ବିଦେଶ
Legislative Privileges: ବିଧାନସଭାର ବିଶେଷାଧିକାର ବନାମ ମୁକ୍ତ ଅଭିବ୍ୟକ୍ତି: ୭ ଜଣିଆ ସାମ୍ବିଧାନିକ ପୀଠରେ ମାମଲା ବନ୍ଦ ହେଲା
ବିଧାନସଭାର ବିଶେଷାଧିକାର ଏବଂ ମୁକ୍ତ ଭାବେ କଥା କହିବାର ମୌଳିକ ଅଧିକାର ମଧ୍ୟରେ ବିବାଦକୁ ନେଇ ସୁପ୍ରିମ୍କୋର୍ଟର ୭ ଜଣିଆ ସାମ୍ବିଧାନିକ ପୀଠରେ ଚାଲିଥିବା ମାମଲାକୁ ମଙ୍ଗଳବାର ବନ୍ଦ କରିଦିଆଯାଇଛି। ୨୦୦୩ରେ ତାମିଲନାଡ଼ୁ ବିଧାନସଭା ପକ୍ଷରୁ ପାରିତ ହୋଇଥିବା...

ନୂଆଦିଲ୍ଲୀ:ବିଧାନସଭାର ବିଶେଷାଧିକାର ଏବଂ ମୁକ୍ତ ଭାବେ କଥା କହିବାର ମୌଳିକ ଅଧିକାର ମଧ୍ୟରେ ବିବାଦକୁ ନେଇ ସୁପ୍ରିମ୍କୋର୍ଟର ୭ ଜଣିଆ ସାମ୍ବିଧାନିକ ପୀଠରେ ଚାଲିଥିବା ମାମଲାକୁ ମଙ୍ଗଳବାର ବନ୍ଦ କରିଦିଆଯାଇଛି। ୨୦୦୩ରେ ତାମିଲନାଡ଼ୁ ବିଧାନସଭା ପକ୍ଷରୁ ପାରିତ ହୋଇଥିବା ଏକ ପ୍ରସ୍ତାବକୁ ୨୦୦୪ରେ ପ୍ରତ୍ୟାହାର କରି ନିଆଯାଇଥିବାରୁ ଏହି ମାମଲା ଏବେ ‘ଅର୍ଥହୀନ’ ବୋଲି ପୀଠ କହିଛନ୍ତି।
ସୌଜନ୍ୟ ସମ୍ବାଦ




